Browsing Category
ଅପରାଧ
ମୟୁରଭଞ୍ଜରେ ଡବଲ ମର୍ଡର ,ଅଭିଯୁକ୍ତ ପୁଅ ଅଟକ
ବୈସିଙ୍ଗା : ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ବୟସ୍କ ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ । ପ୍ରଥମେ ବାଡେଇଲା, ପରେ ଛେଚିଲା ଓ ଶେଷରେ ହାଣିଲା। ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବଡ଼ସାହି…
୨ ପାରା ଶିକ୍ଷକଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ
ଛତିଶଗଡ଼ : କିଛିଦିନ ବ୍ୟବଧାନ ପରେ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି ମାଓବାଦୀ । ଗୋଟିଏ ପଟେ ସୁରକ୍ଷାବାହିନୀର ଜୋରଦାର ମାଓ ଦମନର ଅତିଷ୍ଠ ବହୁ ସଂଖ୍ୟକ ମାଓବାଦୀ ମୁଖ୍ୟସ୍ରୋତକୁ ଫେରୁଥିବାବେଳେ ଅନ୍ୟ ପଟେ ୨ ପାରା…
୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଭୁସୁଡୁଛି ମାଓ ଦୁର୍ଗ। ଆତ୍ମସମର୍ପଣ କଲେ ୨୨ ହାର୍ଡକୋର ମାଓବାଦୀ । ବସ୍ତର IG ଓ ନାରାୟଣପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ମହିଳା। ଏସପି ରବୀନସନ ଗୁଡ଼ିଆ…
ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ
ବଲାଙ୍ଗୀର : ଆନ୍ଦୋଳନରତ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣା । ୮ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ପୋଲିସ । ତେବେ ଏହି ଆକ୍ରମଣ କରିଛନ୍ତି ଅନ୍ୟ କେତେଜଣ ଆନ୍ଦନକାରୀ ଡ୍ରାଇଭର । ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ…
ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା
ବିନିକା : ପୂର୍ବ ଶତ୍ରୁତାରୁ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତରେ । ମୃତକ ହେଲେ ସରପଞ୍ଚ ବାସନ୍ତୀ ଖେତୀଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ…
ଅଭିନେତା ପାର୍ଥସାରଥୀ ରାୟ ଗିରଫ
ଭୁବନେଶ୍ୱର : ଓଲିଉଡ ଅଭିନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ବାନ୍ଧିଲା ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ । ଛାଡପତ୍ର ମାମଲାରେ କୋର୍ଟ ନିୟମ ଅବମାନନା କରିଥିବାରୁ ତାଙ୍କ…
ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ୩ ଜଣଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଢିଲା ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ । ପତ୍ନୀ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କୁ…
ଏନକାଉଣ୍ଟରରେ ଜଣେ କୁଖ୍ୟାତ ମାଓବାଦୀ ନିପାତ,୩ ଜଣଙ୍କ ଆତ୍ମସମର୍ପଣ
ବିଜାପୁର: ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ମାଓବାଦୀ ସୋଢି କନ୍ନା ଓରଫ ପଦନାମ । ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ…
ଗିରଫ ହେଲେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର : ବନ୍ଧା ହେଲେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କୁ ଗିରଫ…
ପାରିବାରିକ କଳହକୁ ନେଇ ବେକ କାଟିଲେ ସ୍ୱାମୀ
ଭୁବନେଶ୍ବର: କଳହର ଭୟଙ୍କର ପରିଣତି । ଛୁରୀରେ ନିଜ ବେକ କାଟି ଗୁରୁତର ହେଲେ ସ୍ୱାମୀ । ସ୍ତ୍ରୀ ସହିତ ଝଗଡା କରି ସ୍ୱାମୀ ଏଇଭଳି ଜଘନ୍ୟ କାଣ୍ଡ ଭିଆଇଥିବା ସୂଚନା ମିଳିଛି । ବ୍ରହ୍ମପୁର ବଡ଼ବଜାର ଥାନା ଖାରବେଳ ନଗରରେ ଘଟିଛି…