Browsing Category
ଅପରାଧ
ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଗିରଫ
ଭୁବନେଶ୍ୱର : ଭିଜିଲାନ୍ସ ଜଳରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ…
ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ
ଗଞ୍ଜାମ : କୁମାର ପୂର୍ଣ୍ଣମୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ଧରାକୋଟରେ ଗଡ଼ିଲା ମୁଣ୍ଡ । ଦୁର୍ବୁତ୍ତଙ୍କ ଆକ୍ରମଣରୁ ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ସାନ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଧରାକୋଟ ଥାନା…
ଉପଦ୍ରଵକାରୀଙ୍କୁ ବରଦାସ୍ତ କରାଯିବ ନାହିଁ – କମିଶନର ,୧୩ ଟି ଅଞ୍ଚଳରେ କର୍ଫ୍ୟୁ ଜାରି
କଟକ : କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ୧୩ ଟି ଅଞ୍ଚଳରେ ବଳବତ୍ତର ରହିବ କର୍ଫ୍ୟୁ । ସହରକୁ ଜଗିଛନ୍ତି ୬୦ପ୍ଲାଟୁନ୍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି ।…
ଫେରାର କଏଦୀଙ୍କୁ ଧରିବା ପାଇଁ ଗଠନ ହେଲା ୪ ଟି ଟିମ
ଚୌଦ୍ବାର : କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ…
ଜେଲରୁ ୨ କୁଖ୍ୟାତ କଏଦୀ ଫେରାର,୨ ୱାର୍ଡରଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି
କଟକ : ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । ଦୁଇ କଏଦୀ ହେଲେ ବିହାରର ରାଜା ଓରଫ ବିକାଶ ସାହାଣୀ ଓ ମଧୁକାନ୍ତ ରାଣା ।…
ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଦୁଇ ଗିରଫ
ଆସାମ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସିଙ୍ଗାପୁରରେ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ…
ନିଖୋଜ ନାବାଳକ ର ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଭଞ୍ଜନଗର : ନିଖୋଜ ଛାତ୍ରଙ୍କ ଗଳିତ ମୃତଦେହ ଊଦ୍ଧାର । ଘରଠାରୁ ପ୍ରାୟ ତିନି କିମି ଦୂର ଏକ ବୁଦା ମୂଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅକୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ
ମାଲକାନଗିରି : ଭୁଶୁଡ଼ୁଛି ମାଓଦୁର୍ଗ । ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓନେତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ତିରିୟାପାରି ଜଙ୍ଗଲରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନିବେଦନ କଲେ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର
ଭୁବନେଶ୍ୱର : ବହୁ ଚର୍ଚ୍ଚିତ କଳାହାଣ୍ଡି ମମିତା ମେହେର ମୃତ୍ୟୁ ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ପୂର୍ବତନ ଭବାନୀପାଟଣା ବିଧାୟକ…
ଘର ଭିତରେ ଠାବ ହେଲା ନକଲି ମଦ କାରଖାନା, ୨ ଅଟକ
ଅନୁଗୁଳ : ଅନୁଗୁଳରେ ପୁଣି ଠାବ ହେଲା ନକଲି ବିଦେଶୀ ମଦ କାରଖାନା । ବାହାରୁ ଦେଖିଲେ ରାଜ ମହଲ ଭଳି ଘର ଥିବାବେଳେ ଭିତରେ ଚାଲିଥିଲା କାରଖାନା । ଅନୁଗୁଳ ଟାଉନ ଥାନା ପୋଲିସ ଚଢ଼ଉ କରି ୨ ଜଣଙ୍କୁ ଅଟକ ରଖିବା ସହିତ ବିପୁଳ…