Browsing Category
ଅପରାଧ
ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ୪ ଗିରଫ
ଭୁବନେଶ୍ୱର : ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ…
ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ମାଲକାନଗିରି : ପୁଣି ମୁଣ୍ଡ ନେଲେ ମାଓବାଦୀ । ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି କର୍ମୀ ସତ୍ୟମ ପୁନେମଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ ।…
ଦୁର୍ଗାପୁର ଘଟଣା,ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ
ଭୁବନେଶ୍ୱର : ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ପୁଋଷବନ୍ଧୁଙ୍କୁ ମିଶାଇ ଏହି ଘଟଣାରେ…
ଓଭରବ୍ରିଜ ତଳୁ ରକ୍ତାକ୍ତ ମୃତଦେହ ଉଦ୍ଧାର
ବରଗଡ଼: ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ମୃତକ ହେଉଛନ୍ତି ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ । ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ…
ହାର୍ଡକୋର ମାଓବାଦୀ ସୁନୀଲ ଗଞ୍ଜୁ ଗିରଫ,ଟାୱାର ଜାଳିଦେଲେ ମାଓବାଦୀ
ଭୁବନେଶ୍ୱର : ମାଓ ମୁକ୍ତ ଅଭିଯାନରେ ପୁଲିସକୁ ଆଉ ଏକ ସଫଳତା ମିଳିଛି । କୁଖ୍ୟାତ ମାଓବାଦୀ ସୁନୀଲ ଗଞ୍ଜୁ ଗିରଫ । ସୁନ୍ଦରଗଡ ଜିଲା ବରକା ଥାନା ଜୋରାକଟ ଗାଁରୁ ସୁନୀଲକୁ ଗିରଫ କରିଛି ହଜାରିବାଗ ପୁଲିସ । ଭାକପା ମାଓ ସଂଗଠନର…
ଯୁବକଙ୍କୁ ପଥରରେ ଛେଚି ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଚନ୍ଦ୍ରଶେଖରପୁର ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ପାୱାର ଗ୍ରୀଡ୍ ପଛପଟ ନ୍ୟୁ ମେଫେୟାର ସମ୍ମୁଖ ଡ୍ରେନ୍ କଡ଼ରୁ…
ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏମ୍ସ କର୍ମଚାରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ମୃତକ ହେଉଛନ୍ତି ଏମ୍ସ ଲ୍ୟାବ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ। ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁ ଖୁଣ୍ଟିଆଙ୍କୁ…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧ ଯବାନ ସହିଦ,୨ ଗୁରୁତର
ରାଉରକେଲା : ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଆଇଇଡି ବ୍ଲାଷ୍ଟ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ…
ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କୋଲକାତା : କଲକତାରେ ଲଜ୍ଜା । ଆରଜି କର୍ ମେଡିକାଲ୍ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ମେଡିକାଲ୍ କଲେଜ ଛାତ୍ରୀ । ପୀଡିତା ଛାତ୍ରୀଙ୍କ ଘର ଓଡ଼ିଶାର ବାଲେଶ୍ୱର…
ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ ,୫ ବନ୍ଧୁକ ସହ ୩୦ ଅଫୁଟା ଗୁଳି ଜବତ
କେନ୍ଦୁଝର : କେନ୍ଦୁଝର ପୋଲିସ ହାତରେ ଧରାପଡ଼ିଲେ ୯ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ସହ ୩୦ ଟି ଅଫୁଟା ଗୁଳି ଏବଂ ବିପୁଳ ମାରଣାସ୍ତ୍ର ଜବତ ହୋଇଛି । ଡକାୟତି ଯୋଜନା ଉଦ୍ୟମ କରୁଥିବାବେଳେ…