Browsing Category
ଅପରାଧ
ପଥର ମାଡ଼ରେ ନକ୍ସଲ ମୃତ
ମାଲକାନଗିରି : ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିବ ସହିତ ଆଉ ଜଣେ ନକ୍ସଲ ଗୁରୁତର ଆହତ ହୋଇଛନ୍ତି । ଏମିତି ଘଟଣା ଘଟିଛି ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ । ରବିବାର ସ୍ୱାଭିମାନ ଅଞ୍ଚଳର…
ନିର୍ଭୟା ଦଣ୍ଡିତଙ୍କୁ ଶେଷ ଇଚ୍ଛା ପଚାରିଲେ ଜେଲ କର୍ତ୍ତୃପକ୍ଷ
ଦିଲ୍ଲୀ: ୨୦୧୨ର ନିର୍ଭୟା କାଣ୍ଡର ୪ ଅଭିଯୁକ୍ତଙ୍କୁ ଆସନ୍ତା ଫେବୃୟାରୀ ମାସ ୧ ତାରିଖରେ ଫାଶୀ ଦିଆଯିବ । ସେମାନେ ଏବେ ତିହାର ଜେଲରେ ମୃତ୍ୟୁର ଦିନ ଗଣୁଥିବାବେଳେ, ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା…
ସୈତାନ ସ୍ୱାମୀ
ଧନୁପାଲି : ସମ୍ବଲପୁର ସିଟି ଷ୍ଟେସନ ପଛପଟୁ ଆମ୍ବ ବଗିଚାରେ ସର୍ଚ ଅପରେସନ କରି ମାଟି ଖୋଳି ମୃତଦେହ ବାହାର କରିଛି ପୋଲିସ । ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେଇଥିଲା ନୃଶଂସ ସ୍ୱାମୀ । ନିଖୋଜର ୧୭ ଦିନ ପରେ ମିଳିଛି…
କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ନିର୍ଭୟା ବାପା
ନୂଆଦିଲ୍ଲୀ: ୧୬ ଡିସେମ୍ୱର ୨୦୧୨ ମସିହାରେ ହୋଇଥିବା ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ ହେଉଥିବା ନେଇ ନିର୍ଭୟାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ନିର୍ଭୟା ମାମଲା ପଡ଼ି ରହିଥିଲା। ଆମେ…
ଅପହରଣ କରି ଦେଢ଼ ଲକ୍ଷରେ ବିକିଦେଲେ!
ସମ୍ବଲପୁର : ମହିଳାଙ୍କୁ ଅପହରଣ କରି ରାଜସ୍ଥାନରେ ଦେଢ଼ ଲକ୍ଷ ଟଙ୍କାରେ ବିକିଦେଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଜଣେ ମହିଳା ମଧ୍ୟସ୍ତିଙ୍କ…
ଫିଲ୍ମୀ ଷ୍ଟାଇଲରେ କ୍ରିମିନାଲର କନଫେସନ
ଚଣ୍ଣୀଗଡ: ତାଙ୍କର ଆଉ କାହା ସହ ସମ୍ପର୍କ ଥିବା ନେଇ ମୁଁ ସନ୍ଦେହ କରୁଥିଲି , ତେଣୁ ମୁଁ ତାକୁ ମାରିଦେଲି । ଆଜି ଏମିତି କିଛି କଥା ଜଣେ ହତ୍ୟାକାରୀ ଫିଲ୍ମୀ ଷ୍ଟାଇଲରେ ଆସି ଏକ ଟିଭି ଚ୍ୟାନେଲରେ କହିବା ପରେ ପୋଲିସ ଉକ୍ତ…
ନାବାଳିକାକୁ ଜେଜେ ଅପହରଣ କରିଥିବାନେଇ ଅଭିଯୋଗ
କେନ୍ଦ୍ରପଡା : ଜୋର ଜବରଦସ୍ତ ଜଣେ ନାବାଳିକାକୁ ତାର ଜଣେ ସମ୍ପର୍କୀୟ ଜେଜେ ଉଠାଇ ନେଇ ରାତିସାରା ବୁଲେରୋରେ ବୁଲାଇ ବୁଲାଇ ସକାଳୁ ଗାଁ ମୁଣ୍ଡରେ ଛାଡି ଦେଇ ଚାଲିଥିବା ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ…
ଜେଏନୟୁରେ ଜବତ୍ ହେବ ମୋବାଇଲ
ନୂଆଦିଲ୍ଲୀ: ଜେଏନ୍ୟୁ ହିଂସା ଘଟଣାରେ ଆଜି ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହିଂସା କାଣ୍ଡ ପୂର୍ବରୁ ଦୁଇଟି ହ୍ୱାଟସଆପ ଗ୍ରୁପ୍ରେ ଏନେଇ ଦୁର୍ବୃତ୍ତମାନେ କଥା ବାର୍ତ୍ତା ହୋଇଥିଲେ। ଗ୍ରୁପରେ ଥିବା ସମସ୍ତ…
ଫାଶୀ ଫାଇନାଲ
ନୂଆଦିଲ୍ଲୀ: ଫାଶୀର ଫାଶରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନର୍ଭୟା ଦୋଷୀ…
ସମ୍ଭୋଗ ସହମତିରେ, ନା ନିଶାରେ…..
ଭୁବନେଶ୍ୱର: ‘ଟିଣ୍ଡର’ ଆପ୍ର ଡାର୍ଟି ଗେମରେ ନୂଆ ଟ୍ଵିଷ୍ଟ । ଚନ୍ଦଶେଖରପୁର ପୁଲିସ ରୁଜୁ କଲା ଦୁଇଟି ଭିନ୍ନ ଭିନ୍ନ ମାମଲା । ଯୁବତୀଙ୍କ ଅଭିଯୋଗ କ୍ରମେ ଘରୋଇ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିବା…