Browsing Category

ଅପରାଧ

କେନ୍ଦ୍ରାପଡା ର ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମାଲା : ୫ଗିରଫ

କେନ୍ଦ୍ରାପଡ଼ା: (ସ ପ୍ର ଜୁଲାଇ ୨୭: କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପରିବାରକୁ ମିଳିଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଡି ହୋଇ…

ମଦ, ବ୍ରାଉନସୁଗାର ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର; ପାଞ୍ଚ ଆହତ, ତିନି ଗୁରୁତର

ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ରାଜଧାନୀ ରାସ୍ତା ଭିଜିଛି ରକ୍ତରେ । ଚୋରା ମଦ ଓ ବ୍ରାଉନସୁଗାର ପାଇଁ ରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନ୍ ରାଜରାସ୍ତାରେ ସୋମବାର ମଧ୍ୟାହ୍ନରେ ଗ୍ୟାଙ୍ଗୱାରରେ ଭୟଭୀତ ହୋଇଯାଇଥିଲେ…

ନାବାଳିକାକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: ଜୁଲାଇ ୨୨: ନାବାଳିକା କୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଅଂଚଳରେ । ଗୁରୁତର ଅବସ୍ଥାରେ…

ସୌମ୍ୟ ମୃତ୍ୟୁ ଘଟଣା ; ଡିଏଫଓ, ଥାନା ଓଆଇସି ଙ୍କୁ ଜେରା କରାଯିବ

ଭୁବନେଶ୍ୱର: ଜୁଲାଇ ୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି I ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି । ଡିଏଫଓ ସଂଗ୍ରାମ କେଶରୀ ବେହେରା,…

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ

ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର…

ACF ସୌମ୍ୟଙ୍କ ମୃତ୍ୟୁ ର ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ଡିଜି ଅଭୟ ଙ୍କୁ ଭେଟିଲେ ସୌମ୍ୟ ଙ୍କ ବାପା

କଟକ: ଜୁଲାଇ ୧୯: ପାରଳାଖେମୁଣ୍ଡି ର Assistant Conservator of Forest ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି I ସୌମ୍ୟ ଙ୍କ ପତ୍ନୀ, ରୋଷେଇଆ ଏବଂ ଗଜପତି ଜିଲ୍ଲାର ଡି ଏଫ ଓ ଙ୍କର…

ଭଦ୍ରକ ନିକଟରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ; ୪ ଗିରଫ

ଭଦ୍ରକ : ଜୁଲାଇ ୧୭: ଭଦ୍ରକ ପୋଲିସ ଚରମ୍ପା ନିକଟରେ 1 କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଲକଡାଉନ ଏବଂ କୋଭିଡ-୧୯ ସୁରକ୍ଷା ନିୟମ କାର୍ଯ୍ୟରେ ନିଯୁକ୍ତ ପୋଲିସ ଧାମରା ରେଳବାଇ ଓଭରବ୍ରିଜ୍ ଅନ୍ତର୍ଗତ NH-16 ର…

ପିଥାନି ଏବଂ ରୋଷେଇଆ ନିରଜ ସିଂ ଙ୍କୁ ପଚରାଉଚରା କରିବା ପରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ସିବିଆଇ ଟିମ୍

ମୁମ୍ବାଇ: ଅଗଷ୍ଟ ୨୨: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଅଭିନେତାଙ୍କ ବାନ୍ଦ୍ରା ଫ୍ଲାଟରେ ପହଞ୍ଚିଥିଲେ, ଯେଉଁଠାରେ ଜୁନ୍ ୧୪ ରେ ତାଙ୍କର ମୃତଦେହ…

ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ISIS ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଅଗଷ୍ଟ ୨୨: ଦିଲ୍ଲୀ ପୋଲିସ ର ସ୍ପେସିଆଲ ସେଲ ଜଣେ ISIS ଆତଙ୍କବାଦୀକୁ ଗିରଫ କରିଛି I ଗିରଫ ଏହି ଆତଙ୍କବାଦୀ ର ନାଁ ୟୁସୁଫ ବୋଲି ଜଣାପଡିଛି I ଏହି ଆତଙ୍କବାଦୀ କୁ ଶନିବାର ସକାଳୁ ପଚରାଉଚୁରା କରୁଛି ପୋଲିସ I…