Browsing Category

ଅପରାଧ

ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ

ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଅଶୋକ ନଗର ରାସ୍ତା ପାର୍ଶ୍ୱରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧର କରାଯାଇଥିଲା । ତେବେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡି ପୋଲିସ…

ପୀତବାସ ହତ୍ୟା ମାମଲା,ପୂର୍ବତନ କର୍ପୋରେଟର ଓ ଛାତ୍ର ନେତାଙ୍କ ସମ୍ପୃକ୍ତି !

ବ୍ରହ୍ମପୁର : ହାଇପ୍ରୋଫାଇଲ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ମାମଲାର ନୂଆ ମୋଡ଼ । ହତ୍ୟାକାଣ୍ଡରେ ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ରାତିଅଧିଆ ସମ୍ପୃକ୍ତ…

ପୀତବାସ ପଣ୍ଡା ହତ୍ୟା ମାମଲା ପୋଲିସ ପଞ୍ଝାରେ ୮ ସନ୍ଦିଗ୍ଧ

ବ୍ରହ୍ମପୁର : ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ୮ ଗିରଫ । ଏହି ମାମଲାରେ ୪ ଜଣଙ୍କୁ ବିହାରରୁ ପୁଲିସ କାବୁ କରିଥିବାବେଳେ ଆଉ ୪ ଜଣଙ୍କୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଧରାଯାଇଛି । ଏକ…

ସିବିଆଇ ଜାଲରେ ପଞ୍ଜାବ ଡ଼ିଆଇଜି,ଘରୁ ମିଳିଲା ନଗଦ ୫ କୋଟି

ନୂଆଦିଲ୍ଲୀ : ପଞ୍ଜାବ ବରିଷ୍ଠ ଆଇପିଏସ ଅଫିସର ହରଚରଣ ସିଂହ ଭୁଲ୍ଲରଙ୍କ ଘରେ ସିବିଆଇ ଚଢ଼ାଉ । ଘରୁ ୫ କୋଟି ନଗଦ ଟଙ୍କା,ସହିତ ଦେଢ଼ କିଲୋ ସୁନା, ୨ଟି ଦାମୀ କାର (ମର୍ସିଡିସ,ଓଡି) ୨୨ଟି ନାମୀ ଦାମୀ ବ୍ରାଣ୍ଡର ଘଣ୍ଟା,୪୦…

ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ମାଲକାନଗିରି :ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଏକା ଥରକେ ଆତ୍ମସମର୍ପଣ କରିଛନ୍ତି ୨୦୮ ମାଓବାଦୀ । ଆଜି ଛତିଶଗଡ ଜଗଦଳପୁର ଠାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ…

ପୋଲିସ ପରୀକ୍ଷା ସ୍କାମ,ମୁନ୍ନା ମହାନ୍ତି ସହ ୪ ଗିରଫ

ଦୀଘା ଏବଂ ବିଜୟନଗରମରେ କରିଥିଲା ଯୋଜନା ଭୁବନେଶ୍ୱର : ପୁଲିସ ଏସ୍‍ଆଇ ପରୀକ୍ଷା ମହାଦୁର୍ନୀତି । ଘଟଣାର ମୋଷ୍ଟ ୱାଣ୍ଟେଡ୍‍ ଦଲାଲ୍‍ ମୁନ୍ନା ମହାନ୍ତି ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ମୁନ୍ନାକୁ ଗିରଫ କରିଛି…

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହାଇଦ୍ରାବାଦରେ ଜଣେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି ।…

ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ଵାମୀ

ସୁନ୍ଦରଗଡ : ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ର ତଣ୍ଟି ଚିପି ବିଭତ୍ସ ହତ୍ୟା । ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ସଞ୍ଜୁ…

ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା

ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା । ସେ କହିଲେ,ଘଟଣାର ସିବିଆଇ ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ କଠୋର ଦଣ୍ଡ…

ପୀତବାସ ପଣ୍ଡା ହତ୍ୟା ଘଟଣା,ବିହାରରୁ ଧରାପଡିଲା ସାର୍ପ ସୁଟର

ବ୍ରହ୍ମପୁର : ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଆଜି ଏକାଦଶ ଦିନରେ ହତ୍ୟା ଅଭିଯୁକ୍ତ ସହ ୨ ସହଯୋଗୀ ଚିହ୍ନଟ ହୋଇଛନ୍ତି । ବିହାରରୁ ସାର୍ପ ସୁଟରକୁ ଉଠାଇ ଆଣିଲା ପୋଲିସ । ଦୁଇ ଜଣଙ୍କୁ…