Browsing Category
ଅପରାଧ
ଦୁଷ୍କର୍ମ ହତ୍ୟାକାରୀଙ୍କୁ ଆଜୀବନ ଜେଲ
ଯାଜପୁର : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ ଜେଲ । ୩୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଯାଜପୁର ସ୍ଵତନ୍ତ୍ର ପୋସ୍କୋ କୋର୍ଟ -୨ ଅଭିଯୁକ୍ତ ସେକ୍ ମୋହିତକୁ ଆଜୀବନ କାରାଦଣ୍ଡ ରାୟ…
ଅବସର ଦିନକ ପୂର୍ବରୁ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ଆଉ ୨ ଦିନ ପରେ ସରିଥାନ୍ତା ଚାକିରୀ ଜୀବନ । କିନ୍ତୁ ଭିଜିଲାନ୍ସ ଜାଲରୁ ମୁକୁଳି ପାରିଲେନି ସରକାରୀ ବାବୁ । ଘରୁ ଜବତ ହୋଇଛି ପାଖାପାଖି ଅଢେଇ କୋଟି ଟଙ୍କା ସହ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର । ତେବେ ଘରେ…
ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ
ଭୁବନେଶ୍ବର: ୨ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ୩ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗର ୨ ଜଣ କର୍ମଚାରୀ ହୋଇଥିବାବେଳେ ଅନ୍ୟଜଣେ ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ…
ଧରାପଡିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡମା
କୋରାପୁଟ : ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା ଗିରଫ । ପାଟ୍ରୋଲିଂ ବେଳେ ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜମକୁ ଧରିଛି ପୋଲିସ । କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।…
ନିଶା ପାଇଁ ମା’କୁ ହତ୍ୟା କଲା ପୁଅ
ପୁରୀ : ନିଶା ଆଗରେ ହାର ମାନିଲା ମାନବିକତା । ଜନ୍ମଦାତ୍ରୀଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ ପୁଅ । ନିଶା ସେବନ ପାଇଁ ମା' ଟଙ୍କା ନଦେବାରୁ ଗାଁ ଦାଣ୍ଡରେ ଫଉଡାରେ ହାଣି ହତ୍ୟା କରିଛି । ଆଜି ସକାଳ ପ୍ରାୟ ୭ଟା ବେଳେ…
ରାଉରକେଲାରେ ଏନଆଇଏ ଟିମ
ରାଉରକେଲା : ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅଂଚଳରୁ ୪ ଟନର ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣା । ପାଖାପାଖି ୨ ଶହ ପ୍ୟାକେଟ ଜିଲୋଟିନ ଷ୍ଟିକ ଲୁଟି ନେଇଛନ୍ତି ମାଓବାଦୀ । ଓଡିଶା-ଝାଡଖଣ୍ଡ ସୀମାନ୍ତରୁ ବଡ଼ ଧରଣର ବିସ୍ଫୋରକ…
ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବ ନାହିଁ – ଆଇନ ମନ୍ତ୍ରୀ
ଭୁବନେଶ୍ବର: ପୁରୀରେ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ନେଇ ଏନ୍ଆଇଏ କରୁଛି ତନାଘନା । ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ବି ପରିସ୍ଥିତିରେ ପାକିସ୍ତାନୀ…
ଜ୍ୟୋତି ମାଲହୋତ୍ରା ସହ ପ୍ରିୟଙ୍କାଙ୍କ ଲିଙ୍କ ନେଇ ତନାଘନା
ପୁରୀ : ପାକ ଗୁପ୍ତଚର ସମ୍ପୃକ୍ତି ନେଇ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ନେଇ ତନାଘନା କରୁଛି ପୁରୀ ପୋଲିସ । ଦୁଇଦିନ ହେଲା ପ୍ରିୟଙ୍କା ଓ ତାଙ୍କ ପରିବାରକୁ ପଚରାଉଚରା ଚାଲିଛି…
ସ୍ତ୍ରୀ ଙ୍କ ମୃତ୍ୟୁ ପରେ ପରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର
ଗଜପତି : ଉଜୁଡି ଗଲା ପୁରା ପରିବାର । ସ୍ତ୍ରୀଙ୍କ ମୃତ୍ୟୁକୁ ୨ ମାସ ନପୂରୁଣୁ ୨ ପିଲାଙ୍କ ସହ ଆଖି ବୁଜିଲେ ବାପା । ବୁଧୁବାର ଦିନ ସକାଳେ ଜଳଖିଆ ରେ ବିଷ ଦେଇ ନିଜେ ବାପା ପୁଅ ଝିଅଙ୍କ ସହିତ ଖାଇଥିଲେ । ଏହା ପରେ…
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଜି ହେବ ଅନ୍ତିମ ଶୁଣାଣି
ବଲାଙ୍ଗୀର : ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା । ଆଜି ହେବ ଅନ୍ତିମ ଶୁଣାଣି । ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ । ତାଙ୍କୁ…