Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଯୁବ ଆଇଏଏସ୍ ଅଫିସର

ଭୁବନେଶ୍ୱର : ଚାକିରିକାଳ ଆରମ୍ଭ ନହେଉଣୁ ଦୁର୍ନୀତି ଗ୍ରସ୍ତ ହେଲେ ପ୍ରଶାସନିକ ଅଧିକାରୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ଧୀମାନ ଚକମାଙ୍କୁ ବାନ୍ଧିଛି ଭିଜିଲାନ୍ସ । ୨୦୨୧ ବ୍ୟାଚର ଆଇଏଏସ୍…

ଆଇଇଡି ବିସ୍ଫୋରଣ,ଏଏସପି ସହିଦ

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ପୁଣି ଟାର୍ଗେଟ କଲେ ମାଓବାଦୀ । ଆଇଇଡି ବିସ୍ପୋରଣରେ ଆଡିଶନାଲ ଏସପି ସହିଦ୍ । ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଏଏସପି ଆକାଶ ରାଓ ଗିରିପୁଂଯେ ସହିଦ୍ ହୋଇଥିବା ସୂଚନା ମିଳିଛି । ସୁକମା…

ପୁରୀରୁ ଗିରଫ ହେଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ

ପୁରୀ : ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ । ବନ୍ଧୁକ ସହ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ସେମାନଙ୍କ ନିକଟରୁ ୬ଟି ଦେଶୀ ବନ୍ଧୁକ ସହ ୨୦ ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ପୁରୀ ପୋଲିସର ସ୍ୱତନ୍ତ୍ର…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ପୁରୀ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍ । ୬ ହଜାର ଟଙ୍କା ଲାଞ୍ଚ ନେଲାବେଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର କାର୍ଯ୍ୟରତ ସେକ୍ସନ (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ଅଫିସର୍…

ଯୁବକଙ୍କୁ ଗରମ ପାଣି ଢାଳି ହତ୍ୟା

ଭଦ୍ରକ : ସୀମା ଟପିଗଲା ବର୍ବରତା । ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା କଲେ ମାଲିକ । ଘରେ କାମ କରିବାକୁ ଡାକି ମଦ ପିଇବାକୁ ଦେଲେ,ତା'ପରେ ଗରମ ପାଣି ଢାଳି ମାରିଦେଲେ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା…

ସମ୍ପତି ବିବାଦ,ଶାଳୀର ଜୀବନ ନେଲା ଭିଣୋଇ

ଗଞ୍ଜାମ : ଗାଁ ଦାଣ୍ଡରେ ଶାଳୀକୁ ହତ୍ୟା କଲା ଭିଣୋଇ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ । ମୃତକ ହେଲେ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ । ଅଭିଯୁକ୍ତ…

ଭିଜିଲାନ୍ସ ଜାଲରେ ମହିଳା ଏଏସଆଇ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପୋଲିସ କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବ୍ରହ୍ମପୁର ଥାନା ମହିଳା ଏଏସଆଇ ବବିତା ସୁନା । ଏକ ଛାଡପତ୍ର ମାମଲାର ରଫାଦଫା କରିବା ପାଇଁ ୨୫ ହଜାର…

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ,୨ ବେପାରୀ ଗିରଫ

ବାଲେଶ୍ୱର : ଅବକାରୀ ବିଭାଗ ହାତରେ ଧରାପଡ଼ିଲେ ୨ ବ୍ରାଉନସୁଗର୍ ବେପାରୀ । ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ବ୍ରାଉନସୁଗର୍ ବେପାର ପାଇଁ ଡିଲ୍ ଚାଲିଥିବା ବେଳେ ଧରିଛି ବାଲେଶ୍ୱର ଅବକାରୀ ବିଭାଗ। ଗତ…

ବାପା ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ : ନିଜ ହାତରେ ନିଜ ସିନ୍ଦୁର ପୋଛିଲା ସ୍ତ୍ରୀ । ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ । ବାପା ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ଭିତରେ ଖଟ ଉପରେ ପଡ଼ିଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର…

ସୋନପୁର ଏଡିଏମଓ ହତ୍ୟା ମାମଲା,୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସୋନପୁର : ବହୁ ଚର୍ଚ୍ଚିତ ସୋନପୁର ଏଡ଼ିଏମଓ ତଥା ଶିଶୁରୋଗ ବିଶେଷଜ୍ଞ ହତ୍ୟା ମାମଲା । ଦୀର୍ଘ ୧୦ ବର୍ଷ ପରେ ଶନିବାର ଘଟଣାର ରାୟ ପ୍ରକାଶ ପାଇଛି । ଏଥିରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ…