Browsing Category
ବାଣିଜ୍ୟ
ମିଥ୍ୟା ବିଜ୍ଞାପନ ପାଇଁ ଅନଲାଇନ ପରିବହନ ସଂସ୍ଥା ‘ରାପିଡୋ’ କୁ ଜୋରିମାନା
ନୂଆଦିଲ୍ଲୀ: ରାଇଡ୍-ହେଲିଂ ପ୍ଲାଟଫର୍ମ ରାପିଡୋକୁ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) କର୍ତୃପକ୍ଷ । ମିଥ୍ୟା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଏହି ଅର୍ଥ…
ଫେରିବ ପୋସ୍କୋ
ଭୁବନେଶ୍ୱର : ଓଡିଶା ମୁହାଁ ହେଉଛି ପୋସ୍କୋ । ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ମିଳିତ ଭାବରେ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା କରିବେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ବୃହତ ଷ୍ଟିଲପ୍ଲାଣ୍ଟ । ଏନେଇ ସୂଚନା ଦେଇଛନ୍ତି…
ଅପରିବର୍ତ୍ତିତ ରହିଲା ରେପୋ ରେଟ
ମୁମ୍ବାଇ : ରେପୋ ରେଟ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ନିଷ୍ପତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ପରିଣାମ ଆସିଛି । ଏଥର…
ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଇଡି ସମନ
ମହାରାଷ୍ଟ୍ର : ED ଜାଲରେ ବିଶିଷ୍ଟ ଶିଳ୍ପପତି ତଥା ରିଲାନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ୍ ଅମ୍ବାନୀ । ଅଗଷ୍ଟ ୫ରେ ପଚରାଉଚରା ପାଇଁ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ସମନ କରାଯାଇଛି। ଅନିଲ…
ପୁଣି ବଢ଼ିଲା ସୁନା ଦର
ନୂଆଦିଲ୍ଲୀ : ସର୍ବଭାରତୀୟ ସ୍ତରରେ ପୁଣି ବଢିଛି ସୁନା ଦର । ଆଜି ଜୁଲାଇ ୫ରେ ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୮୩୦ ଟଙ୍କା ରହିଛି । ଗତକାଲି ୯୮,୭୩୦ ଟଙ୍କା ଥିଲା । ଏଥିରେ ୧୦୦…
କମିଲା ବାଣିଜ୍ୟିକ ଗ୍ୟାସ୍ ଦର
ନୂଆଦିଲ୍ଲୀ: ମାସ ଆରମ୍ଭରୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ହୋଇଛି। ଯାହା ଆଜିଠାରୁ ଲାଗୁ ହୋଇଛି । ତେବେ ୧୪.୨ କି.ଗ୍ରା…
ରେଳ ଭଡ଼ା ବୃଦ୍ଧି,ଆଜି ଠାରୁ ଲାଗୁ ହେବ ନୂଆ ଦର
ଭୁବନେଶ୍ୱର : ବୃଦ୍ଧି ହେଲା ରେଳ ଭଡ଼ା I ୧ ଜୁଲାଇ ମଙ୍ଗଳବାର ଠାରୁ ରେଳଯାତ୍ରୀଙ୍କ ନିମନ୍ତେ ଲାଗୁ ହେବ ନୂଆ ଦର I ଜେନେରାଲ ନନ୍-ଏସି ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି ।…
ଯୁଦ୍ଧ ପ୍ରଭାବରେ ବିଶ୍ୱ ବଜାରରେ ବଢିବ ତେଲ ଦର
ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ପ୍ରବେଶ ପରେ, ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇବା ଆରମ୍ଭ କରିଛି। ଅଶୋଧିତ ତେଲ ପ୍ରାୟ ୨.୭ % ବୃଦ୍ଧି ପାଇ ବ୍ୟାରେଲ ପ୍ରତି $୭୯.୧୨ ରେ…
ଯୁଦ୍ଧର ପ୍ରଭାବ,ଖସିଲା ସେୟାର ବଜାର
ମୁମ୍ବାଇ : ଇରାନ୍-ଇସ୍ରାଏଲ୍ ଯୁଦ୍ଧକୁ ନେଇ ଦୋହଲିଲା ସେୟାର ବଜାର । ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି। ଆଜି କାରବାର ଆରମ୍ଭରୁ ସେନସେକ୍ସ…
ବଢ଼ିଲା ଓମଫେଡ କ୍ଷୀର ଦର
ଭୁବନେଶ୍ୱର : ଓମଫେଡ୍ କ୍ଷୀର ଦାମ୍ ବଢ଼ିଛି। ଆଜିଠୁ ଲାଗୁ ହେଲା ନୂଆ ଦର । ବର୍ଦ୍ଧିତ ଦରରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନଡ୍ କ୍ଷୀର ଲିଟର ପିଛା ୨ ଟଙ୍କା…