ଭୁବନେଶ୍ୱର : ବିଜେପିରେ ଯୋଗ ଦେଲେ ବିଏମସି କର୍ପୋରେଟର । ଭୁବନେଶ୍ୱର ୩୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ବନ୍ଦିତା ପାଲ ଆଜି ସକାଳେ ଦଳ ଛାଡିଥିଲେ । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇଥିଲେ । ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍ ହୋଇଛନ୍ତି।
ସୂଚନାନୁସାରେ ,ସ୍ବାଧୀନଭାବେ ବିଜୟୀ ହେବା ପରେ ବନ୍ଦିତା ପାଲ ବିଜେଡିରେ ସାମିଲ ହୋଇଥିଲେ। ତେବେ ଆଜି ସକାଳୁ ରାଜନୈତିକ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ।

Comments are closed.