ଭୁବନେଶ୍ୱରରେ ‘ରନ୍‍ ଫର୍‍ ୟୁନିଟି’

ସମୟ ଲାଇଭ,୩୧/୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସାରାଦେଶ ଳୌହମାନବଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ସହ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରୁଛି। ତେବେ ରାଜଧାନୀ ଭୁବନେଶ୍ୱରରେ ରନ୍‍ ଫର୍‍ ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଅଭିନେତ୍ରୀ ଅର୍ଚ୍ଚିତା, ପିଙ୍କି ପ୍ରଧାନଙ୍କ ସମେତ ଅଭିନେତା ସବ୍ୟସାଚୀ ଓ ଅନେକ ସେଲିବ୍ରିଟି ଅଂଶ ଗ୍ରହଣ କରିଛନ୍ତି। ତେବେ ସଂଖ୍ୟାଧିକ ଯୁବବର୍ଗ ମଧ୍ୟ ଯୋଗ ଦେଇଛନ୍ତି। ତେବେ ଅଖଣ୍ଡ ଭାରତର ସ୍ୱପ୍ନକୁ ସଫଳ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଉପସ୍ଥିତ ଅତିଥିମାନେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.