ଗଭୀର ସମୁଦ୍ରରୁ ଧାମରା ଫେରିଆସିଲା ବେଙ୍ଗଲ ବୋଟ

ସମୟ ଲାଇଭ,୮/୧୧:ମାଛ ଧରିବା ତାଙ୍କ ଜିବୀକା। ସବୁଦିନ ଭଳି ଏଥର ବି ସେମାନେ ଯାଇଥିଲେ ଗଭୀର ସମୁଦ୍ରକୁ ମାଛ ଧରିବାକୁ। ହଠାତ୍‌ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍‌ବୁଲ୍‌”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ମୁହାଣାକୁ। ଇତି ମଧ୍ୟରେ ପଶ୍ଚିମବଙ୍ଗକୁ ଯାଉଥିବା ୩୨ଟି ମାଛଧରା ଡଙ୍ଗା ସମୁଦ୍ରର ଉଚ୍ଚ ଲହଡି ଯୋଗୁଁ ଯାଇ ନପାରି ଧାମରା ମୁହାଣକୁ ଫେରିଆସିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.