ସୃଷ୍ଟି ହେଲା ଆଉ ଏକ ଲଘୁଚାପ,ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା

ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଦାନ ବାନ୍ଧୁଛି ପୁଣି ଏକ ଲଘୁଚାପ । ଏହାର ପ୍ରଭାବରେ ଆଜିଠାରୁ ଆଗାମୀ ୫ ଦିନ ଯାଏଁ ଜାରି ରହିବ ବର୍ଷା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ,୧ ମୃତ ଏକାଧିକ ଆହତ

ନୟାଗଡ଼ : ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ଡ଼ିଜେ ବାଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ନୟାଗଡ଼ ଭାପୁର…

ପାର୍କ ଯିବାକୁ ୧୫୦୦ ଟଙ୍କା !

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଟିକିଏ ଖାଲି ସମୟ ବାହାର କରି ପାର୍କକୁ ଯାଇ ବୁଲିବା ଲୋକଙ୍କ ପାଇଁ କଷ୍ଟ ସାଧ୍ୟ । ହେଲେ ଏହା ଲାଇଫ୍‌ର ଷ୍ଟ୍ରେସ ଦୂର କରିବା ପାଇଁ ବିଶେଷଭାବେ ଆବଶ୍ୟକ । ତେବେ ବର୍ତ୍ତମାନ ଦେଖିବାକୁ…

ଏମ୍ପଟି ନେଷ୍ଟ ସିଣ୍ଡ୍ରୋମ

ଯେତେବେଳେ ପିଲାମାନେ ବଡ ହୁଅନ୍ତି ସେମାନେ ପାଠ ପଢିବା ପାଇଁ , ଚାକିରି କରିବା ପାଇଁ କିମ୍ବା ବିବାହ ପରେ ବାପା ମାଆଙ୍କ ଠାରୁ ଅଲଗା ରହିବାକୁ ଆରମ୍ଭ କରନ୍ତି । ଯାହାପରେ ବାପା ମାଆ ଘରେ ସମ୍ପୂର୍ଣ୍ଣ ଏକୁଟିଆ ରହିଯାଆନ୍ତି…

ନିୟମିତ ବ୍ୟବଧାନରେ ବଦଳାନ୍ତୁ ବ୍ରଶ

ଦିନର ଆରମ୍ଭ ହୋଇଥାଏ ଦାନ୍ତ ଘଷାରୁ । ତେବେ ଦାନ୍ତ ଘସିବା ପାଇଁ ବ୍ୟବହାର ହେଉଥିବା ବ୍ରଶର ପରିଷ୍କାର ପରିଛନ୍ନତା ଉପରେ ଅନେକ ଲୋକ ଧ୍ୟାନ ଦେଇ ନଥାନ୍ତି । ତେଣୁ ଗୋଟିଏ ବ୍ରଶକୁ ଅନେକ ଦିନ ଧରି ବ୍ୟବହାର କରି ଥାଆନ୍ତି ।…

ଭାଇରାଲ ହେଉଛି ନୂଆ ଲୁକ

ପୂରା ବଲିଉଡ ନିକଟରେ ଗଣେଶ ଉତ୍ସବ ପାଳନ କରିଛି । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ସୂଚନା…

ଖରାଦିନେ ବି କ୍ଷତିକାରକ ଦିଲ୍ଲୀ ବାୟୁମଣ୍ଡଳ

ଶୀତଦିନେ ଆସିଲେ ଦିଲ୍ଲୀର ପ୍ରଦୂଷଣ ସମ୍ପର୍କରେ ସମସ୍ତେ ଆଲୋଚନା କରିବା ଆରମ୍ଭ କରନ୍ତି । ଏହି ସମୟରେ ଦିଲ୍ଲୀରେ ଥିବା ଲୋକମାନେ ଘରୁ ବାହାରିବାକୁ ଭୟ କରନ୍ତି । ହେଲେ ନିକଟରେ ହୋଇଥିବା ଗବେଷଣା ଅନୁସାରେ କେବଳ ଶୀତଦିନେ…

ଡିସେମ୍ବରରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ୍‌ଠାରୁ ତୈଳ କ୍ରୟ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ…

ଡିସେମ୍ବରରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ୍‌ଠାରୁ ତୈଳ କ୍ରୟ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ…

ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା

ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । ଏସଆଇ ରାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ଆୟୋଜନ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା…