ମହାରାଷ୍ଟ୍ରରେ ଶିବସେନାକୁ କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁନି: ସୋନିଆ
ସମୟ ଲାଇଭ,୧/୧୧: ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ ଏବେ ବିଜେପି ଆଉ ଶିବସେନା ମୁହାଁମୁହି ପରିସ୍ତିତିରେ ଅଛନ୍ତି। ଶିବସେନାର ୫୦-୫୦ ଫର୍ମୁଲାକୁ ବିଜେପି ଖାରଜ କରିଦେବା ଫଳରେ ଶିବସେନା ଏବେ ଏକାକୀ ସରକାର ଗଢିବା…