ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ଦିନିଆ ଥାଇଲାଣ୍ଡ ଗସ୍ତ

0

ସମୟ ଲାଇଭ, ୨/୧୧:  ଆମେରିକାର ହୁଷ୍ଟନ ସହରରେ ହାଉଡ଼ୀ ମୋଦୀ କାର୍ୟ୍ୟକ୍ରମ ଭଳି ଥାଇଲାଣ୍ଡରେ ମଧ୍ୟ ‘ସୁସ୍ଵାଦୁ ପିଏମ‘ଭଳି ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଶନିବାର ଥାଇଲାଣ୍ଡ ଗସ୍ତ କରିଛନ୍ତି ମୋଦୀ ୲ ମୋଦୀଙ୍କ ଏହି ଗସ୍ତ ସମୟରେ ଆସୋସିଏସନ ଅଫ ସାଉଥଇଷ୍ଟ ଏସିଆନ ନେସନ୍ସ, ଇଷ୍ଟ ଏସିଆ ଓ ଆରସିଇପି ଶିଖର ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ୲ ଏଥିସହିତ ଦୁଇଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା, ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷତ୍ରରେ ସମ୍ପର୍କ ବୃଦ୍ଧି କରିବା ଆଦି ଲକ୍ଷ ବୋଲି ଶୁଣିବାକୁ ମିଳୁଛି ୲

Leave A Reply

Your email address will not be published.