ରାଜନୀତି ମହାରାଷ୍ଟ୍ରରେ ସରକାର ଗଢିବାକୁ ଆଉ ମାତ୍ର ଦୁଇ ଦିନ ବାକି Nov 6, 2019 ସମୟ ଲାଇଭ,୬/୧୧: ମହାରାଷ୍ଟ୍ରରେ ନିର୍ବାଚନ ସରିଲା ଫଳବି ବାହାରିଲା କିନ୍ତୁ ସରକାର ଗଠନ ହେଇପାରୁନି। ବିଜେପି ଓ ଶିବସେନା ମଧ୍ୟରେ ଅଙ୍କ ଛିଡୁନଥିବା ବେଳେ ଉଭୟ ନିଜ ଜିଦରେ ଅଟଳ। ସଂଖ୍ୟା ଗରିଷ୍ଠତା ନଥିବା ହେତୁ ଦୁଇ ଦଳ…
ବାଣିଜ୍ୟ ଫେସବୁକ ଦେଲା ଦେଢ କୋଟି ଟଙ୍କାର ଚାକିରି ଅଫର Nov 6, 2019 ସମୟ ଲାଇଭ,୬/୧୧: ବିଶ୍ୱରେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମ ଫେସବୁକ ଦେଲା ଦେଢ କୋଟି ସଙ୍କାର ଚାକିରୀ ଅଫର। ଇନ୍ଦ୍ରପ୍ରସ୍ଥ ଆଇଆଇଟିରେ ଇଂଜିନିୟର ଅଧ୍ୟୟନରତ…
ଜିଲ୍ଲା ‘ମୋ ବସ’କୁ ପୁରିଲା ବର୍ଷେ Nov 6, 2019 ସମୟ ଲାଇଭ,୬/୧୧: ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଠିକ୍ ଆଜିର ଦିନରେ ‘ମୋ ବସ’ ସେବା ଆରମ୍ଭ କରାଯାଇଥିଲା। ଆଉ ଏଇ ବର୍ଷକ ଭିତରେ ଯାତ୍ରୀଙ୍କ…
ଖେଳ ଓଡ଼ିଆ ଝିଅ ଲିପୀକା ଋଷିଆର ସର୍ବୋଚ୍ଚ ଗିରିସୃଙ୍ଗ ‘ମାଉଣ୍ଟ ଏଲବୃସ’ ଚଢି ରାଜ୍ୟ ପାଇଁ ଆଣିଲେ ଗୈାରବ Nov 6, 2019 ସମୟ ଲାଇଭ,୬/୧୧: ୟୁରୋପ ମହାଦେଶର ଋଷିଆଦେ ଅବସ୍ଥିତ ସର୍ବୋଚ୍ଚ ଗିରିସୃଙ୍ଗ ମାଉଣ୍ଟ ଏଲବୃସ’(୧୮,୫୧୦ ଫୁଟ)) କୁ ସଫଳତାର ସହ ଚଢି ଶୀର୍ଷରେ ପହଞ୍ଚିଛନ୍ତି ବରଗଡର ଝିଅ ଲିପିକା ସେଟ। ଏଲବ୍ରସ୍ ଶିଖରରେ ଜାତୀୟ ପତାକା ଉଡ଼ାଇବା ସହ…
ମନୋରଞ୍ଜନ ଏକ୍ସପ୍ରେସନ ୨୦୧୯ ସାସ୍କୃତିକ ମହୋତ୍ସବ ଆସନ୍ତା ନଭେମ୍ବର ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି Nov 6, 2019 ସମୟ ଲାଇଭ,୬/୧୧: ପୂର୍ବ ଭାରତର ସବୁଠାରୁ ବଡ ସାସ୍କୃତିକ ମହୋତ୍ସବ ଏକ୍ସପ୍ରେସନ ୨୦୧୯ ଆସନ୍ତା ନଭେମ୍ବର ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ଏହା ୩ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଅନେକ ପ୍ରତିଯୋଗୀ…
ଦେଶ- ବିଦେଶ ଓଡ଼ିଶା ଉପରେ ନାହିଁ ବାତ୍ୟାର ଆଶଙ୍କା ! : ଆଇଏମଡି Nov 6, 2019 ସମୟ ଲାଇଭ,୬/୧୧: ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମିଶ୍ର ଗଣମାଧ୍ୟକୁ ଦେଇଛନ୍ତି ଏହି ସୂଚନା। ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନପାରେ ସାମୁଦ୍ର୍ିକ ବାତ୍ୟା ବୁଲବୁଲ। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ…
ଦେଶ- ବିଦେଶ ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ନିରାପତ୍ତା ବାହିନୀ Nov 6, 2019 ସମୟ ଲାଇଭ,୬/୧୧: ଭାରତୀୟ ସୁରକ୍ଷା ମାହିନୀ ଉପରେ ଆକ୍ରମଣ କରିବା ପାଇଁ ଏବେ ଷଡଯନ୍ତ୍ର କରୁଛି ଆତଙ୍କବାଦୀ ସଂଙ୍ଗଠନ ଅନସାର ଗଜୱାତ-ଉଲ ହିନ୍ଦ। ଜାମ୍ମୁ କାଶ୍ମୀରରେ ଭାରତୀୟ ନିରାପତ୍ତା ବଳ ଉପରେ ଆକ୍ରମଣ କରିବାକୁ ସୁଯୋଗ…
ସ୍ୱାସ୍ଥ ଲାଗିବ ଜଙ୍କ୍ ଫୁଡରେ ଉପରେ ରୋକ Nov 6, 2019 ସମୟ ଲାଇଭ,୬/୧୧: ଏଣିକି ସ୍କୁଲ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆଉ ମିଳିବନି ଜଙ୍କ ଫୁଡ। ଛୋଟଛୋଟ ପିଲାମାନଙ୍କୁ ଜଙ୍କ୍ ଫୁଡ ପାଖରୁ ଦୂରେଇ ରଖିବା ପାଇଁ ଏଫଏସଏସଆଇ ନେଇଛି ବଡ ନିଷ୍ପତ୍ତି। ତେବେ ସ୍କୁଲ ପରିସର ଏବଂ ସ୍କୁଲଠୁ…
ଜିଲ୍ଲା ଓଡ଼ିଶାର କାଶ୍ମିର ଦାରିଙ୍ଗିବାଡିରେ ବର୍ଷର ପହିଲୀ ଶୀତର ସ୍ପର୍ଶ Nov 6, 2019 ସମୟ ଲାଇଭ,୬/୧୧: ଓଡ଼ିଶାର କାଶ୍ମିର କୁହାଯାଉଥିବା କନ୍ଧମାଳ ଜିଲ୍ଲାର କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିରେ ଚଳିତ ବର୍ଷର ପ୍ରଥମ ଶୀତ ଲହରି ଅନୁଭୂତ ହୋଇଛି। ପ୍ରାକୃତିକ ପରିବେଶରେ ଭରପୁର ଏହି ଅଞ୍ଚଳ ଶୀତ ଋତୁ ଆସିଲେ ହିଁ…