ଶିଶୁୁ ଦିବସରେ ଚକୋଲେଟ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ‘ମୋ ସ୍କୁଲ ଆପ୍’ର ବି କରିଲେ ଉନ୍ମୋଚନ
ସମୟ ଲାଇଭ,୧୪/୧୧:ଆଜି ହେଉଛି ଶିଶୁ ଦିବସ। ସାରା ଭାରତବର୍ଷରେ ଏହି ଦିନଟିକୁ ସବୁ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି ଦିବସରେ ଛୋଟଛୋଟ ପିଲାମାନଙ୍କ ସହ ପାଳିଛିନ୍ତି ଶିଶୁ…