ଏଟିଏମରୁ ଟଙ୍କା ଉଠାଣ ବିଫଳ ହେଲେ ଗ୍ରାହକ ଦେବେ ଶୁଳ୍କ

ସମୟ ଲାଇଭ୍‍,୯/୧୧:  ଅନ୍ୟ ଏଟିଏମ୍‍ରୁ ଟଙ୍କା ଉଠାଣ ବିଫଳ ହେଲେ ଗ୍ରାହକଙ୍‍ୁ ଶୁଳ୍କ ଦେବାକୁ ହେବ। ଏପରି ନିୟମ ଲାଗୁ କରିଛି ଜୀବନ ବୀମା ନିଗମ ନେତୃତ୍ୱାଧୀନ ଆଇଡ଼ିବିଆଇ ବ୍ୟାଙ୍କ। ଆଇଡ଼ିବିଆଇର ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ବେଳେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ଟ୍ରାଞ୍ଜାକ୍ସନ୍‍ ବିଫଳ ହେଲେ ଟ୍ରାଞ୍ଜାକ୍ସନ୍‍ ପିଛା ୨୦ ଟଭ୍‍କା ଦେବାକୁ ହେବ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମୋବାଇଲ୍‍ ଏସଏମଏସ ଜରିଆରେ ଗ୍ରାହକଙ୍କୁ ଅବଗତ କରାଯାଉଛି।

Launching Ceremony of “AYUSHMAN BHARAT

Comments are closed.