ଓଡ଼ିଶା ଆସୁଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ

ସମୟ ଲାଇଭ,୧/୧୧: ଆସନ୍ତା ନଭେମ୍ବର ୬ ତାରିଖରେ ଓଡ଼ୀ।। ଆସୁଛନ୍ତି ଦୁର୍ନୀତି ନିବାରଣ ଅୟୋଗର ଆବାହକ ତଥା ବିଶିଷ୍ଟ ସକାଜସେବୀ ଆନ୍ନା ହଜାରେ। ନଭେମ୍ବର ୬ରେ ହେବାକୁ ଥିବା ନବ ନିର୍ମାଣ କୃଷକ ସଙ୍ଗଠନ ରାଲିରେ ଉଦବୋଧନ ଦେବାକୁ ଆସଚଛନ୍ତି ଆନ୍ନା। ଏଥିପାଇଁ ତାଙ୍କୁ ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ନିମନ୍ତ୍ରଣ କରିଛନ୍ତି। ଦିର୍ଘଦିନ ଧରି ଚାଷୀଙ୍କ ପ୍ରାଇସ ପ୍ରେଷ୍ଟଜ ଓ ପେନସନ ପାଇଁ ସଂଘର୍ଷ କରିଆସଚଥିବା ନବ ନିର୍ମାଣ ସଙ୍ଗଠନ ପୁଣିଥିରେ ରାଜ୍ୟରେ ଚାଷୀଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଳାଉଛି। ଭବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଏବଂ ରାଜ୍ୟର ବିଭିନ୍ନ ପ୍ରନ୍ତରୁ ବହୁସଂଖ୍ୟାରେ ଚାଷୀ ଏହି ସମାବେଶରେ ଯୋଗ ଦେବାର ଅଛି।

Launching Ceremony of “AYUSHMAN BHARAT

Comments are closed.