ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ,୩ରୁ ପ୍ରବଳ ବର୍ଷିବ !

0

ସମୟ ଲାଇଭ,୧/୧୧: ମୈସୁମୀ ଫେରିଯାଇଛି ହେଲେ ରାଜ୍ୟରେ ଲାଗିରହିଛି ବର୍ଷା। ଗୋଟିଏ ପରେ ଗୋଟିଏ ଲଘୁଚାପ ସକ୍ରିୟ ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ଏବେ ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ ଯାହା ଫଳରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଜଣା ପଡିଛି। ଳଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ତିନି ଧରି ବର୍ଷା ଲାଗି ରହିବ। ଏଥିସହିତ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସହିତ ପବନ ମଧ୍ୟ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.