୬୭ ବର୍ଷ ପରେ ପୁଣି ଟ।ଟ। ହ।ତକୁ ଫେରିଛି ଏୟ।ର୍ ଇଣ୍ଡିଆ

ନୂଆଦିଲ୍ଲୀ: ଜାନୁଆରୀ ୨୮:୧୮ ହଜ।ର କୋଟି ଟଙ୍କ।ରେ ଏୟ।ର ଇଣ୍ଡିଆକୁ କିଣିଛି ଟ।ଟ। ଗ୍ରୁପ । ଦୀର୍ଘ ୬୭ ବର୍ଷ ପରେ ପୁଣି ଟ।ଟ। ହ।ତକୁ ଫେରିଛି ଏୟ।ର୍ ଇଣ୍ଡିଆ । କ୍ଷତିରେ ଚ।ଲୁଥିବ। ଏୟ।ର ଇଣ୍ଡିଆକୁ ବିକିବ। ପ।ଇଁ ୨୦୧୭ ମସିହ।ରେ ପ୍ରକ୍ରିୟ। ଆରମ୍ଭ କର।ଯ।ଇଥିଲେ ମଧ୍ୟ ୨୦୨୦ ଡିସେମ୍ବର ସୁଦ୍ଧ। ସରକ।ର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପ।ଇଥିଲେ ।
ବିଧିବଦ୍ଧ ଭ।ବେ କେନ୍ଦ୍ର ସରକ।ର ଟ।ଟ। ଗ୍ରୁପ୍କୁ ଏୟ।ର ଇଣ୍ଡିଆ ହସ୍ତ।ନ୍ତର କରିଛନ୍ତି । ଏସଂପର୍କିତ ସବୁ କ।ଗଜପତ୍ର ଓ ଆଇନଗତ ପ୍ରକ୍ରିୟ। ସଂପୂର୍ଣ୍ଣ ହୋଇଥିବ। କହିଛନ୍ତି ଡିପ।ର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟ।ନେଜମେଣ୍ଟ ବିଭ।ଗର ସଚିବ ତୁହିନକ।ନ୍ତ ପ।ଣ୍ଡେ ।

ସେପଟେ ଟ।ଟ। ଗ୍ରୁପକୁ ଏୟ।ର ଇଣ୍ଡିଆ ଫେରିଥିବ।ରୁ ପୁର। ଗ୍ରୁପ ବହୁତ ଖୁସି ବୋଲି କହିଛନ୍ତି ଟ।ଟ। ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ । ଏୟ।ର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟ।ର୍ ଲ।ଇନ୍ସ କର।ଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏୟ।ର ଇଣ୍ଡିଆ ସଂପୂର୍ଣ୍ଣ ଭ।ବେ ଟ।ଟ। ହ।ତକୁ ଯିବ। ପୂର୍ବରୁ ପ୍ରଧ।ନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଟ।ଟ। ସନ୍ସ ଚେୟ।ରମ୍ୟ।ନ ।

ଅନ୍ୟପଟେ ଟ।ଟ। ସନ୍ସ ଓ ଅଜୟ ସିଂହଙ୍କ ସ୍ପ।ଇସ ଜେଟ୍ ପକ୍ଷରୁ ବିଡ୍ ଦ।ଖଲ କର।ଯ।ଇଥିଲ। । ସ୍ପ।ଇସ୍ ଜେଟ୍ ୧୫ ହଜ।ର ଶହେ କୋଟି ଟଙ୍କ।ରେ ବିଡ୍ ଦ।ଖଲ କରିଥିବ। ବେଳେ ଟ।ଟ୍ ସନ୍ସ ପକ୍ଷରୁ ୧୮ ହଜ।ର କୋଟିର ବିଡିଂ କରିଥିଲ। ।

Govt

Comments are closed.