ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିକୁ ଯିବାବେଳେ ପୋଲିସ ଗାଡି ଦୁର୍ଘଟଣା I ଭୁବନେଶ୍ୱର ସତ୍ସଙ୍ଗବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ୯ ଜଣ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି I ସମସ୍ତ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି Iନର୍ବାଚନ ଡ୍ୟୁଟି ପାଇଁ ବଲାଙ୍ଗୀରରୁ କେନ୍ଦ୍ରାପଡ଼ା ଯାଉଥିଲେ ପୋଲିସ କର୍ମଚାରୀ । ବସରେ ପାଖାପାଖି ୩୫ ଜଣ ମହିଳା କନଷ୍ଟେବଳ ଥିଲେ ।

Comments are closed.