୩ ଲକ୍ଷ ବର୍ଷ ତଳର ଖପୁରୀ

0

ଅନେକ ସମୟରେ ଭ୍ୱତତ୍ୱବିତ୍‌ଙ୍କୁ ମାଟିତଳୁ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳିଥାଏ ଯାହା ବହୁ ପୂରାତନ ହୋଇଥାଏ । ସେହିଭଳି ଏକ ସାମଗ୍ରୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ୬୦ ବର୍ଷ ତଳେ ୩ ଲକ୍ଷ ବର୍ଷ ତଳର ଏକ ଖପୁରି ମିଳିଥିଲା, ଯାହାର ଚିହ୍ନଟ ବର୍ତ୍ତମାନ ହୋଇଛି । ଏହା ମିଳିଥିବା ସମୟରେ ଏହାର ଅରିଜିନ୍‌କୁ ଚିହ୍ନଟ କରିବା ସମ୍ଭବ ହୋଇ ନଥିଲା । ହେଲେ ବର୍ତ୍ତମାନ ଏକ ପ୍ରକ୍ରିୟାୟୁରାନିଅମ – ଥୋରିୟମ ଡେଟିଂକୁ ବ୍ୟବହାର କରି ଏହାକୁ ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ଏହା ସିମ୍ପାଜିର ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ଖପୁରୀକୁ ୧୯୬୦ରେ ଗ୍ରୀସର ଏକ ଗୁମ୍ଫାରେ ଠାବ କରାଯାଇଥିଲା ।

Govt
Leave A Reply

Your email address will not be published.