ସୋସିଆଲ ମିଡିଆ ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ

0

୧. ୟୁଟ୍ୟୁବର ସମୟ ରୈନା ଓ ରଣବୀର ଅଲାହବାଦିଆ ଏକ ଭିଡିଓ ପ୍ରସ୍ତୁତ କରି ସାର୍ବଜନିକ ସ୍ତରରେ କ୍ଷମା ମାଗିବେ । ନିଜେ କରିଥିବା ଥଟ୍ଟା ଉପରେ ସେମାନେ କ୍ଷମା ପାର୍ଥନା କରିବେ ।
୨. ଏହି ଭିଡିଓକୁ ସେମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବେ ।
୩. ସେମାନେ ଏକ ଆଫିଡେବିଟି ଦାଖଲ କରିବେ ଯେଉଁଥିରେ ସେମାନେ ଲିଖିତଭାବେ ଦେବେ କି ଭବିଷ୍ୟତରେ ନିଜ ସୋସିଆଲ ମିଡିଆ ସହ କମେଡିକୁ ଅନ୍ୟର ଭାବନାକୁ ଆଘାତ ଦେବା ପାଇଁ ବ୍ୟବହାର କରିବେ ନାହିଁ ।
୪ . ନିଜ ପ୍ଲାଟଫର୍ମ ବ୍ୟବହାର କରି ବିଶେଷଭାବେ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ ।
୫. ଆଇବିକୁ ନିର୍ଦ୍ଦେଶ ଦିଆଯାଇଛି କି ସୋସିଆଲ ମିଡିଆରେ ବ୍ୟବହାର ହେଉଥିବା ଭାଷା ପାଇଁ ଏକ ଗାଇଡ ଲାଇନ୍ ପ୍ରସ୍ତୁତ କରାଯିବାକୁ । ଯେଉଁଥିରେ ବିଶେଷଭାବେ ଦିବ୍ୟାଙ୍ଗଙ୍କୁ ସମ୍ମାନ ଦିଆଯିବ ।

Govt
Leave A Reply

Your email address will not be published.