ସ୍ୱିଡେନ୍ରେ ନିର୍ମାଣ ହେଉଛି ପ୍ରଥମ ସହର ଯାହାର ସବୁକିଛି କାଠରୁ ନିର୍ମାଣ କରାଯିବ । ଏହି ପ୍ରୋଜେକଫରେ ୨୫ ବ୍ଲକ,୩୦ଟି ଟିମ୍ବର ବିଲ୍ଡିଂ ନିର୍ମାଣ କରାଯିବ । ଯେଉଁଥିରେ ୭ ହଜାର ନୂଆ ଅଫିସ୍,୨ ହଜାର ଘରର ନିର୍ମାଣ କରାଯିବ । ଏହି ନିର୍ମାଣ ଆଗକୁ ୨୦୨୫ରେ ଆରମ୍ଭ ହେବ, ଯାହାର ପ୍ରଥମ ବିଲ୍ଡିଂ ୨୦୨୭ରେ ନିର୍ମାଣ ଶେଷ କରିବାକୁ ଯୋଜନା କରାଯାଇଛି । ଏହି ପ୍ରୋଜେକଫର ପଛର ଉଦ୍ଦେଶ୍ୟ ସ୍ୱିଡେନ୍କୁ ନୂଆ ରୂପ ଦେବା । ଏହାକୁ କଣ୍ଟ୍ରାକଫ ନେଇଥିବା କମ୍ପାନୀ ଅର୍ଟିୟମ ଲୁଙ୍ଗବର୍ଗ ଏହାକୁ ୧୫ ମିନିଟ୍ର ସହର କରିବାକୁ ଲକ୍ଷ ରଖିଛି । ଏହାର ଅର୍ଥ ସମସ୍ତଙ୍କ ଘର ପାଖରୁ ମାତ୍ର ୧୫ ମିନିଟର ଦୂରରେ ସବୁ ଜିନିଷ ଉପବଲବ୍ଧ କରାଯିବ । ଏହା ସ୍ୱିଡେନ୍ ଇତିହାସରେ ଏକ ବିରଳ ପଦକ୍ଷେପ ହେବ ବୋଲି ସମସ୍ତେ ମତ ଦେଉଛନ୍ତି ।