ଭୁବନେଶ୍ୱର: ଜୁନ ୨୬: ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୮ ଜଣ କରୋନା ସଂକ୍ରମିତ I ଗଂଜାମ ରେ ୪୯, ଖୋର୍ଦ୍ଧା ରେ ୧୭, କଟକ ରେ ୫, ଗଜପତି ରେ ୨୭, ଯାଜପୁର ରେ ୧, ବାଲେଶ୍ୱର ରେ ୭, ଜଗତସିଂହପୁର ରେ ୨୯, ପୁରୀ ରେ ୧୦, କେନ୍ଦ୍ରାପଡ଼ା ରେ ୬,ଭଦ୍ରକ ରେ ୨୫, ସୁନ୍ଦରଗଡ ରେ ୧୧, ମୟୁରଭଞ୍ଜ ରେ ୯, କନ୍ଧମାଳ ରେ ୧, କେନ୍ଦୁଝର ରେ ୨, ନୂଆପଡା ରେ ୨, ଝାରସୁଗୁଡା ରେ ୪, ଅନୁଗୁଳ ରେ ୧, ସମ୍ବଲପୁର ରେ ୨, ବୌଦ ରେ ୧, କୋରାପୁଟ ରେ ୧ ଏବଂ ନବରଙ୍ଗପୁର ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏନଡିଆରଏଫ୍ ର ୭ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୨୧୮ ଜଣଙ୍କ ମଧ୍ୟରୁ, ୧୯୮ ଜଣ Quarantine ରେ ଥିଲେ ଏବଂ ବାକି ୨୦ ଜଣ local contacts I
ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪୨୯୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି ଏବଂ ଏବେ ୧୮୬୫ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.