ଭୁବନେଶ୍ୱର : ମେ ୨୨: ଓଡ଼ିଶାରେ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୩୬ ଜଣ ସୁସ୍ଥ ହେଇସାରିଲେଣି l
ଆଜି ସୁସ୍ଥ ହେଇଥିବା ୪୩ ଜଣଙ୍କ ମଧ୍ୟରେ, ଗଂଜାମ,ରାଉରକେଲା, ଯାଜପୁର ଜିଲ୍ଲାରୁ ୮ ଜଣ ଲେଖାଏଁ; ପୁରୀ, କଟକ, କେନ୍ଦ୍ରାପଡା ଓ ବୌଦ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଅନୁଗୁଳ ଜିଲ୍ଲାରୁ ୧୫ ଜଣ ଅଛନ୍ତି l
Another 43 #Covid19 patients have recovered and are being discharged.
15 are from Angul,
8 each are from Ganjam, Rourkela and Jajpur, and
1 each from Puri, Kendrapara, Cuttack and Boudh.The total recovered cases of Odisha now stand at 436.
— H & FW Dept Odisha (@HFWOdisha) May 22, 2020

Comments are closed.