ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ନୂଆ ବିଚାରପତି

ଭୁବନେଶ୍ୱର,୨୩/୧: ଓଡିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ସାବିତ୍ରୀଙ୍କୁ ନିଯୁକ୍ତି ପାଇଁ ମଞ୍ଜୁରୀ ମିଳିଛି। ତେବେ ବର୍ତ୍ତମାନ ସାବିତ୍ରୀ ରଥ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ ଜାଭେରୀ ଅବସର ନେବା ପରେ ବିଚାରପତି ପଦ ଖାଲି ପଡିଛି। ଏହି ପଦର ଦାୟିତ୍ୱ ଜଷ୍ଟିସ ସଞ୍ଜୁ ପଣ୍ଡା ଦାୟିତ୍ୱ ତୁଲାଉଥିଲେ। ଗତ ୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଞ୍ଜୁଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ।

Launching Ceremony of “AYUSHMAN BHARAT

Comments are closed.