ଟ୍ରେଣ୍ଡିଂ ଜୁଏଲାରୀ ଫ୍ୟାଶନ

ସିମ୍ପଲ୍‌ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ପାଇଁ ଜୁଏଲାରୀର ଡିମାଣ୍ଡ ରହିଥାଏ । ହେଲେ ସବୁବେଳେ ପ୍ରତିଟି ଆଉଟଫିଟ୍‌ ସହ ମ୍ୟାଚିଂ ଆସୋସରିଜ୍‌ ପିନ୍ଧିବା ଆପଣଙ୍କ ଲୁକ୍‌କୁ ବୋରିଂ କରିପାରେ । ସିମ୍ପଲ୍‌ରେ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ମାର୍କେଟକୁ ଆସିଛି ନୂଆ ଟ୍ରେଣ୍ଡିଂ ଷ୍ଟେଟ୍‌ମେଣ୍ଟ୍‌ ଜୁଏଲାରୀ ।

ଟ୍ରେଣ୍ଡିଂ ଜୁଏଲାରୀ ଫ୍ୟାଶନ
-ହାଇ ନେକ୍‌ ଟପ୍‌ ସହ କଲରଫୁଲ୍‌ ଷ୍ଟେଟ୍‌ମେଣ୍ଟ୍‌ ନେକଲେସ୍‌ ପିନ୍ଧିପାରିବେ । ଯଦି ଆପଣ ନେକ୍‌ ଟପ୍‌ କିମ୍ବା ସାର୍ଟ ପିନ୍ଧି ଆଉଟିଂ ଯାଉଛନ୍ତି, ତାହେଲେ ଏହାସହ ଲେୟାର୍ଡ ଷ୍ଟେଟ୍‌ମେଣ୍ଟ୍‌ ନେକଲେସ୍‌ କ୍ୟାରି କରିପାରିବେ । ପାର୍ଟିରେ ପ୍ଲଜିଙ୍ଗ୍‌ ନେକଲାଇନ୍‌ ଟପ୍‌ କିମ୍ବା ବ୍ଲାଉଜ୍‌ ପିନ୍ଧିଥିଲେ, ଏଥିରେ ଷ୍ଟେଟମେଣ୍ଟ୍‌ ଚୋକର୍‌ ପିନ୍ଧିନ୍ତୁ ।

ଟ୍ରେଣ୍ଡିଂ ଜୁଏଲାରୀ ଫ୍ୟାଶନ
-ଏକ ଖାସ୍‌ କଥାର ଧ୍ୟାନ ରଖିବାକୁ ପଡ଼ିଥାଏ ଯେ ଷ୍ଟେଟ୍‌ମେଣ୍ଟ୍‌ ଇୟରିଂ ସହ ନେକଲେସ୍‌ ପିନ୍ଧନ୍ତୁ ନାହିଁ । ମଲଫିକଲର ଇଂୟରିଂ ଆପଣଙ୍କ ଲୁକ୍‌କୁ ଆହୁରି ବ୍ରାଇଟ୍‌ କରିଥାଏ ।

ଟ୍ରେଣ୍ଡିଂ ଜୁଏଲାରୀ ଫ୍ୟାଶନ

– ଷ୍ଟେଟ୍‌ମେଣ୍ଟ୍‌ ରିଙ୍ଗ୍‌ ଆପଣଙ୍କ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ପାଇଁ ସହଯୋଗ କରିଥାଏ । ତେବେ ଷ୍ଟେଟମେଣ୍ଟ ରିଙ୍ଗ୍‌ ପିନ୍ଧିବା ସମୟରେ ଏ କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ଅନ୍ୟ ଆଙ୍ଗୁଠିରେ ଆଉ କିଛି ପିନ୍ଧନ୍ତୁ ନାହିଁ । ଭିନ୍ନ ଡିଜାଇନ ଏବଂ କଲର୍‌ର ଏହି ମୁଦି ପିନ୍ଧିପାରିବେ ।

Govt

Comments are closed.