ନୂଆଦିଲ୍ଲୀ: ଜାନୁଆରୀ ୨୭: ପଦ୍ମଶ୍ରୀ ପୁରସ୍କ।ର ପ୍ରାପ୍ତ ତଥ। ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନ। ସ।ଲଭିନିଙ୍କ ପରଲୋକ। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେନ। ସ।ଲଭିନିଙ୍କୁ ଶ୍ରଦ୍ଧ।ଞ୍ଜଳୀର ଟ୍ୱିଟ୍ ଦେଇ ଦୁଃଖ ପ୍ରକ।ଶ କରିଛନ୍ତି ।
ଗତ ବୁଧବାର ସ।ଲଭିନିଙ୍କର ଦେହ।ନ୍ତ ହୋଇଥିଲ।। ସେ ଇଟ।ଲୀରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ କ୍ଷେତ୍ରରେ ତ।ଙ୍କର ବହୁତ ବଡ ଅବଦ।ନ ପ।ଇଁ ଭ।ରତ ସରକ।ର ତ।ଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମ।ନରେ ସମ୍ମ।ନିତ କରିଥିଲେ।

Comments are closed.