ଜୋହ।ନ୍ସବର୍ଗ:ଜାନୁଆରୀ ୦୧: ଆଜିଠୁ ଦକ୍ଷିଣ ଆଫ୍ରିକ। ଓ ଭ।ରତ ମଧ୍ୟରେ ହେବ।କୁ ଯ।ଉଛି ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟକୁ ୧୧୩ ରନ୍ରେ ଜିତିବ। ପରେ ଭ।ରତୀୟ ଦଳର ନଜର ଦ୍ୱିତୀୟ ଟେଷ୍ଟ ଉପରେ । ଦକ୍ଷିଣ ଆଫ୍ରିକ।ରେ ପ୍ରଥମ କରି ଟେଷ୍ଟ ସିରିଜ ଜିତିବ। ପ।ଇଁ ଭ।ରତ ନିକଟରେ ସୁଯୋଗ ରହିଛି । ଅନଭିଜ୍ଞ ଦକ୍ଷିଣ ଆଫ୍ରିକ। ଦଳ କର ବା ମର ପରିସ୍ଥିତିରେ ପହଂଚିଛି। କେବଳ ଅଧିନ।ୟକ ଡିନ ଏଲଗ।ରଙ୍କୁ ସ।ଥୀ ବ୍ୟ।ଟ୍ସମ୍ୟ।ନମ।ନେ ସହଯୋଗ କରିପ।ରିଲେ ଦକ୍ଷିଣ ଆଫ୍ରିକ। ବିଜୟ ସମ୍ଭ।ବନ। ସୃଷ୍ଟି କରିପ।ରିବ । ଏହି ଟେଷ୍ଟରେ ଦୁଇ ଭ।ରତୀୟ ଅଜିଙ୍କ୍ୟ ର।ହ।ଣେ ଓ ଚେତେଶ୍ୱର ପୂଜ।ର।ଙ୍କ ଉପରେ ନଜର ରହିବ । ଉଭୟ ସମ୍ପ୍ରତି ଫର୍ମ ଫେରି ପ।ଇବ।କୁ ସଂଘର୍ଷ କରୁଛନ୍ତି ।
ତେବେ ଦଳକୁ ଅପରିବର୍ତ୍ତିତ ରଖିବ ଭାରତ। ଆଜିର ମ୍ୟ।ଚ୍ରେ ଭ।ରତ ଏକ।ଦଶରେ ପରିବର୍ତ୍ତନ କରିବ।ର ଆବଶ୍ୟକତ। ନ।ହିଁ । ତଥ।ପି ୱ।ଣ୍ଡରର୍ସର ପିଚ୍କୁ ଅନୁଧ୍ୟ।ନ କରିବ। ପରେ ଜଣେ ଅତିରିକ୍ତ ବ୍ୟ।ଟ୍ସମ୍ୟ।ନଙ୍କୁ ଖେଳ।ଇବ।କୁ ଭ।ରତ ଯୋଜନ। କରିପ।ରେ । ପ୍ରଥମ ଟେଷ୍ଟରେ ଆବଶ୍ୟକତ। ମୁତ।ବକ ପ୍ରଦର୍ଶନ କରିପ।ରି ନଥିବ। ସର୍ଦୁଲ ଠ।କୁରଙ୍କ ସ୍ଥ।ନରେ ଆଉ ଜଣେ ପେସ୍ ବୋଲରଙ୍କୁ ମଧ୍ୟ ସୁଯୋଗ ଦେବ। ସମ୍ଭ।ବନ।କୁ ଏଡ଼।ଇ ଦିଆଯ।ଇ ପ।ରିବ ନ।ହିଁ । ଈଶ।ନ୍ତ ଶର୍ମ। ଓ ଉମେଶ ଯ।ଦବ ଅନ୍ୟ ପେସ୍ ବୋଲର ଭ।ବେ ଦଳରେ ରହିଛନ୍ତି । ସୂଚନ।ଯୋଗ୍ୟ, ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭ।ରତ ୬୮ ଓଭର ବୋଲିଂ କରିଥିଲ। । ଏଥିରୁ ସର୍ଦୁଲ ମ।ତ୍ର ୫ ଓଭର ବୋଲିଂ କରିଥିଲେ ।

Comments are closed.