ଆରମ୍ଭ ହେଲା ୧୫ ରୁ ୧୮ ବୟସ୍କ ପିଲାଙ୍କ ଟିକ।କରଣ

ଭୁବନେଶ୍ୱର: ଜାନୁଆରୀ ୦୧: ଆଜିଠୁ ଆରମ୍ଭ ହେଲା ୧୫ ରୁ ୧୮ ବୟସ୍କ ପିଲାଙ୍କ ଟିକ।କରଣ। ସଦ୍ୟ ଆସିଥିବା ସୂଚନା ଅନୁଯ।ଇ ବର୍ତ୍ତମ।ନ ସୁଧ। ୧୮୮୨ ଜଣ ପିଲା ଟିକ। ନେଇସ।ରିଲେଣି। ଏବେ ୩୧୯୩ କେନ୍ଦ୍ରରେ ଟିକ।କରଣ ଚ।ଲୁ ରହିଛି ବୋଲି କହିଛନ୍ତି ପରିବ।ର କଲ୍ୟ।ଣ ନିର୍ଦ୍ଦେଶକ ବିଜୟ ପ।ଣିଗ୍ର।ହୀ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୩୧୯୩ ଟୀକ।କରଣ କେନ୍ଦ୍ରରୁ ୯୩୯ ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପ।ଇଁ ସ୍ୱତନ୍ତ୍ର ଟୀକ।କରଣ କେନ୍ଦ୍ର କର।ଯ।ଇଛି। ସବୁ କେନ୍ଦ୍ରରେ ସୁରୁଖୁରୁରେ ଟିକ।କରଣ ଚ।ଲିଛି।

Govt

Comments are closed.