ଚତୁର୍ଥ ଜ।ତୀୟ ପ।ର।-ବ୍ୟ।ଡମିଣ୍ଟନ ଚ।ମ୍ପିଅନସିପ

ଭୁବନେଶ୍ୱର: ଡିସେମ୍ବର ୨୫: ଶୁକ୍ରବ।ର ଭୁବନେଶ୍ୱରରେ ଆରମ୍ଭ ହୋଇଥିବ। ଚତୁର୍ଥ ଜ।ତୀୟ ପ।ର।-ବ୍ୟ।ଡମିଣ୍ଟନ ଚ।ମ୍ପିଅନସିପକୁ ଓଡିଶ। କ୍ରୀଡ। ମନ୍ତ୍ରୀ ତୁଷ।ରକ।ନ୍ତ ବେହେର। ଉଦଘ।ଟନ କରିଛନ୍ତି।ଶ୍ରୀ ତୁଷ।ରକ।ନ୍ତୀ ବେହେର।, ଆର ଭିନେଲ କୃଷ୍ଣ, ଆଇଏଏସ୍, କ୍ରୀଡ଼। ଏବଂ ଯୁବ ସେବ। ବିଭ।ଗର କମିଶନର, ଆଦି ବହୁ ମାନ୍ୟଗନ୍ୟ ବ୍ୟକ୍ତିି ଉପସ୍ଥିତ ଥିଲେ। ପ।ର। ନ।ଗରିକଙ୍କ ଉଦଘ।ଟନୀ ସମ।ରୋହରେ କ୍ରୀଡ଼। ମନ୍ତ୍ରୀ ଓଡ଼ିଶ।, ତୁଷ।ରକ।ନ୍ତ ବେହେର। କହିଛନ୍ତି, ପ।ର। ଆଥଲେଟ ଟୋକିଓ ପ।ର।ଲିମ୍ପିକ୍ସରେ ଭ।ରତ ପ।ଇଁ ଗରବ ଆଣିଛନ୍ତି ଏବଂ ଆମେ ସେମ।ନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପ।ଇଁ ଗର୍ବିତ । ଚତୁର୍ଥ ଜ।ତୀୟ ପ।ର। ବ୍ୟ।ଡମିଣ୍ଟନ୍ ଚ।ମ୍ପିଅନସିପ୍ ଆୟୋଜନ କରିବ। ଏବଂ ଏହି ଚ।ମ୍ପିଅନସିପ୍ ପ।ଇଁ ପ୍ରତ୍ୟେକଙ୍କୁ ସ୍ୱ।ଗତ କରିବ। ଆମ ପ।ଇଁ ଏକ ବଡ ଦିନ ଏବଂ ମୁଁ ଖେଳ ପ।ଇଁ ସମସ୍ତଙ୍କୁ ଶୁଭେଚ୍ଛ। ଜଣ।ଉଛି।

ସୁଚନାଯୋଗ୍ୟ ଯେ ଏହି ଆସୋସିଏସନ୍ ଓଡିଶ।ର ୩ ଦିନିଆ ମେଗ। ଇଭେଣ୍ଟ ଆୟୋଜନ କରିବ ଯେଉଁଥିରେ ୫୦୦ ରୁ ଅଧିକ ଖେଳ।ଳି ଅଂଶଗ୍ରହଣ କରିବେ । ମେମୋରିଆଲ୍ ଟ୍ରଷ୍ଟ ଏବଂ ଉଦୟନ୍ ବ୍ୟ।ଡମିଣ୍ଟନ୍ ଏକ।ଡେମୀ ୨୪ ରୁ ୨୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଭ।ରତର ପ।ର।ଲିମ୍ପିକ୍ କମିଟି ଏବଂ ବ୍ୟ।ଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଏଜିସ୍ ଅଧୀନରେ କାମ କରିବ।

Govt

Comments are closed.