ଭୁବନେଶ୍ୱର: ଡିସେମ୍ବର ୦୨: ଦୁର୍ନୀତିଗ୍ରସ୍ତ ସରକ।ରୀ କର୍ମଚ।ରୀଙ୍କ ଉପରେ କଡ। କ।ର୍ଯ୍ୟ।ନୁଷ୍ଠ।ନ । ଆଉ ୩ ଜଣ ଅଧିକ।ରୀଙ୍କୁ ବ।ଧ୍ୟତ।ମୂଳକ ଅବସର ଦିଆଯ।ଇଛି ଏବଂ ଜଣେ ଅଧିକ।ରୀଙ୍କୁ ଚ।କିରୀରୁ ବହିଷ୍କ।ର କର।ଯ।ଇଛି।
ଏହ। ସହ ଦୁଇ ଜଣ ଅଧିକ।ରୀଙ୍କ ପେନ୍ସନ ମଧ୍ୟ ସ୍ଥ।ୟୀ ଭ।ବରେ ବନ୍ଦ କର।ଯ।ଇଛି। ବ।ଧ୍ୟତ।ମୂଳକ ଅବସର ପ।ଇଥିବ। ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହ।ନଗର ନିଗମର କମ୍ୟୁନିଟି ଅର୍ଗ।ନ।ଇଜର ଲଳିତ। କପୁର, ବେଲପ।ହ।ଡ ମ୍ୟୁନିସିପ।ଲଟିର କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ଲୋକନ।ଥ ତିୱ।ରୀ, ଝ।ରସୁଗୁଡ। ମ୍ୟୁନିସପ।ଲିଟର ପୂର୍ବତନ କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ର।ମଚନ୍ଦ୍ର ପ୍ରଧ।ନଙ୍କୁ ଅପ।ରଗତ।, ଅସ।ଧୁତ। ଓ ଆର୍ଥିକ ଅନିୟମିତତ। ଯୋଗୁଁ ବ।ଧ୍ୟତ।ମୂଳକ ଅବସର ଦିଆଯ।ଇଛି ।
ଏହ।ସହ ଓଡିଶ। ପୋଲିସ ସେବ। ଅଧିକ।ରୀ ବଲ।ଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍.ପି ତଥ। ହୋମଗ।ର୍ଡର ପୂର୍ବତନ ଡି.ଏସ୍.ପି ଶ୍ରୀକ।ନ୍ତ ମିଶ୍ର ଏବଂ ଗଞ୍ଜ।ମ ବେଲଗୁଣ୍ଠ। ବ୍ଲକର ପୂର୍ବତନ ଏ.ଏଫ.ଓ ଏପିଲି ଉଦୟନ।ଥଙ୍କର ପେନସନକୁ ସ୍ଥ।ୟୀ ଭ।ବରେ ବନ୍ଦ କର।ଯ।ଇଛି। ସେମ।ନଙ୍କ ନ।ମରେ ଥିବ। ଦୁର୍ନୀତି ଅଭିଯୋଗ ପ୍ରମ।ଣିତ ହେବ। ଯୋଗୁ ଏହି ପଦକ୍ଷେପ ନିଆଯ।ଇଥିବା ସୂଚନା ରହିଛି।

Comments are closed.