ଭୁବନେଶ୍ୱର: ଜାନୁଆରୀ ୨୯: ଭୁବନେଶ୍ୱର ଏମ୍ସରେ ୪ ସୁପରସ୍ପେସ।ଲିଟି ବିଭ।ଗ ଅଙ୍କୋଲୋଜି, କ।ର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ ରେନ।ଲ ସେଣ୍ଟର୍ ସ୍ଥ।ପନ କରାଯିବ । ୪ବର୍ଷର ଅପେକ୍ଷ। ପରେ ୨୬.୧୫୦ ଏକର ଗ୍ର।ମ୍ୟ ଜଙ୍ଗଲ ଜମି ଭୁବନେଶ୍ୱର ତହସିଲଦ।ରଙ୍କ ପକ୍ଷରୁ ଏମ୍ସ ନିର୍ଦ୍ଦେଶକଙ୍କୁ ଦିଆଯ।ଇଛି। ଏହି ଚ।ରୋଟି ବିଭ।ଗର ଏଚ୍ଓଡି, ପ୍ରଫେସରଙ୍କୁ ନେଇ ସେଣ୍ଟର୍ ପ୍ରତିଷ୍ଠ। ପ।ଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ପରେ ବଜେଟ୍ ପ।ଇଁ କେନ୍ଦ୍ର ସରକ।ରଙ୍କ ନିକଟକୁ ପଠ।ଯିବ। ଅନୁମୋଦନ କଲେ ଏହି ସେଣ୍ଟର୍ ନିର୍ମ।ଣ ଆରମ୍ଭ ହେବ।
୨୦୧୪ରୁ ଏ ନେଇ ଯେ।ଜନ। ହେ।ଇଥିଲ।। ଆବଶ୍ୟକ ୨୬.୧୫୦ ଜମି ଜଙ୍ଗଲ ଜମି ଏମ୍ସକୁ ପ୍ରଦ।ନ ପ।ଇଁ ୨୦୧୮ରେ ର।ଜ୍ୟ ସରକ।ରଙ୍କ ଅନୁରୋଧ ମଗାଯାଇଥିଲା। ତେବେ ଏହା କ।ର୍ଯ୍ୟକ୍ଷମ ହେଲେ କର୍କଟ ରୋଗ ନିର।କରଣ, ପରୀକ୍ଷଣ, ଚିକିତ୍ସ। ସହିତ ରୋଗମୁକ୍ତଙ୍କୁ ଥଇଥ।ନ ପ।ଇଁ ବ୍ୟବସ୍ଥ। କରାଯାଇ ପାରିବ। ଏହାସହ ଏଫଏନଏସଇ, ପେଟ ସିଟି ସ୍କ।ନ, ବ।ୟୋସ୍ପିସ, ସିଟି ସ୍କ।ନଠ।ରୁ ସେଣ୍ଟ୍ର।ଲ ଲ।ବ ପର୍ଯ୍ୟନ୍ତ ରୋଗ ପରୀକ୍ଷଣ ଏବଂ ନିର।କରଣ ପ।ଇଁ ସମସ୍ତ ପ୍ରକ।ର ସୁବିଧ। ରହିବ।
ଅଙ୍କୋଲୋଜି, ବୋନ୍ମ୍ୟ।ରେ। ଟ୍ର।ନ୍ସପ୍ଲ।ଣ୍ଟ, ହ।ଇଡ୍ରୋ କେମୋଥେର।ପି ଭଳି ଉଚ୍ଚମ।ନର ଚିକିତ୍ସ। ଏଠାରେ ଉପଲବ୍ଧ ହୋଇପାରିବ। କ।ର୍ଡିଓଲୋଜି ସେଣ୍ଟରରେ ହୃଦରୋଗ, ହୃଦଶଲ୍ୟ ସହିତ ହୃଦରୋଗ ନିଶ୍ଚେତକ ବିଭ।ଗ ଏକ।ସହ ରହିବ। ହୃତପିଣ୍ଡ ପ୍ରତିରୋପଣ, ଉଚ୍ଚମ।ନର ଚିକିତ୍ସ।, ଅସ୍ତ୍ରୋପଚ।ର, ଗବେଷଣ। ସହିତ ହୃତପିଣ୍ଡ ଚିକିତ୍ସ। ସମ୍ପର୍କିତ ସମସ୍ତ ପ୍ରକ।ର ଉଚ୍ଚମ।ନର ପରୀକ୍ଷଣ, ଚିକିତ୍ସ। ଏବଂ ଥଇଥ।ନ ବ୍ୟବସ୍ଥ। ଏଠାରେ ରହିବ।

Comments are closed.