ନୂଆଦିଲ୍ଲୀ : ଘୋଷଣା ହେଲା ଅର୍ଥନୀତିରେ ନୋବେଲ ପୁରସ୍କାର I ୨୦୨୨ ପାଇଁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିତ ଭାବରେ ୩ ଜଣ ପାଇବାକୁ ଯାଉଛନ୍ତି । ଏହି ୩ ଜଣ ଆମେରିକୀୟ ହେଲେ ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗ । ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ସେମାନେ ଏହି ସମ୍ମାନ ଜନକ ପୁରସ୍କାର ପାଇବେ I

Comments are closed.