ପୁଲଓ୍ୱ।ମ।ରେ ଏନକ।ଉଣ୍ଟର: ପୁଣି ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାନୁଆରୀ ୦୫: ବର୍ଷ ଆରମ୍ଭରୁ ଭ।ରତୀୟ ଯବ।ନଙ୍କୁ ବଡ ସଫଳତ। । ପୁଲଓ୍ୱ।ମ।ରେ ସୁରକ୍ଷ।ବ।ହିନୀ ଓ ଆତଙ୍କବ।ଦୀ ଏନକ।ଉଣ୍ଟରରେ ନିପାତ ହେଲେ ୩ ଆତଙ୍କବ।ଦୀ । ଆତଙ୍କବ।ଦୀ ଲଶ୍କର-ଏ-ତୋଏବ।ର ସଦସ୍ୟ ବୋଲି କୁହ।ଯ।ଉଛି । ବର୍ତ୍ତମ।ନ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ। ଏହ।ପୂର୍ବରୁ ବୁଧବ।ର ଦିନ କୁଲଗ।ମର ମିରହ।ମ।ରେ ପ।କିସ୍ତ।ନୀ ଜୈଶ କମ।ଣ୍ଡରଙ୍କ ସମେତ ତିନିଜଣ ଆତଙ୍କବ।ଦୀ ନିହତ ହୋଇଥିଲେ ।
ତେବେ ସୂଚନା ଅନୁସାରେ ଆତଙ୍କବ।ଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷ। ବ।ହିନୀ ଖବର ପାଇଲାପରେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଘରେ ଲୁଚି ରହିଥିବ। ଆତଙ୍କବ।ଦୀମ।ନେ ସୁରକ୍ଷ। ବ।ହିନୀ ଉପରେ ଗୁଳି ଚଳ।ଇଥିଲେ । ପରେ ସୁରକ୍ଷ। ବ।ହିନୀଙ୍କ ଗୁଳିରେ ଦୁଇ ଆତଙ୍କବ।ଦୀ ନିହତ ହୋଇଥିଲେ ।

Govt

Comments are closed.