କୋଟିପତି କରୁଛନ୍ତି ଚୌକିଦାରୀ

0

ଏହି କାହାଣୀଟି ହେଉଛି ଜାପାନରେ ରହୁଥିବା କୋଇଚି ମତ୍ସୁବାରାଙ୍କର । ୫୬ ବର୍ଷୀୟ ଏହି ବ୍ୟକ୍ତିଙ୍କର ସମ୍ପତ୍ତି ୧୫ କୋଟି ଟଙ୍କା । ଏହି ବ୍ୟକ୍ତିଙ୍କର ସାତୋଟି ଫ୍ଲାଟ ରହିଛି ଯାହା ଭଡାରେ ଦିଆଯାଇଛି ଏହାସହିତ ସେୟାର ମାର୍କେଟରେ ମଧ୍ୟ ତାଙ୍କର ପଇସା ଲାଗିଛି । ଯେଉଁଥିରୁ ବର୍ଷକୁ ପାଖାପାଖି ୧.୫ କୋଟି ଟଙ୍କାର ଆୟ ହେଉଛି । ଏତେ ଧନୀ ହେଲେ ମଧ୍ୟ ଏହି ବ୍ୟକ୍ତି ଜଣଙ୍କ ଏବେ ମଧ୍ୟ ଚୌକିଦାରୀ କାମ କରିଥାଆନ୍ତି । ସପ୍ତାହକରେ ସେ ତିନି ଦିନ ଧରି ଚୌକିଦାରୀ କାମ କରିଥାଆନ୍ତି । ଏହିଭଳି ଛୋଟମୋଟ କାମ କରିବା ତାଙ୍କୁ ମାନସିକ ଶାନ୍ତି ଦେଇଥାଏ ଏବଂ ସୁସ୍ଥ ରଖିଥାଏ ବୋଲି ସେ ମତ ଦେଇଛନ୍ତି । ତେଣୁ ସେ ଏଭଳି ଛୋଟଛୋଟ କାମ ସବୁବେଳେ କରିଥାଆନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.