ଭୁବନେଶ୍ୱର : ଜୁନ ୦୧: ଓଡ଼ିଶାରେ ଆଜି ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨୪୫ କୁ ବୃଦ୍ଧି ପାଇଲା I
ଆଜି ଯାଜପୁର ଜିଲ୍ଲା ରୁ ସର୍ବାଧିକ ୬୦ ଜଣ ରୋଗୀ ସୁସ୍ଥ ହେଇଛନ୍ତି I
କଟକ ରୁ ୧୩, କେନ୍ଦ୍ରାପଡ଼ା ରୁ ୧୨, ଗଜପତି ରୁ ୯, ନୟାଗଡ ରୁ ୬, ସୁନ୍ଦରଗଡ ରୁ ୫ ଜଣ ସୁସ୍ଥ ହେଇଥିବା ବେଳେ, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧା ରୁ ୩ ଜଣ ଲେଖାଏଁ ସୁସ୍ଥ ହେଇଛନ୍ତି I
ସେହିପରି, ଗଂଜାମ ଓ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଏବଂ ସମ୍ବଲପୁର ରୁ ଜଣେ ରୋଗୀ ସୁସ୍ଥ ହେଇଛନ୍ତି I
Another 119 #Covid19 patients have recovered and are being discharged.
60 are from Jajpur
13 from Cuttack
12 from Kendrapara
9 from Gajapati
6 from Nayagarh
5 from Sundargarh
3 each from Balasore, Puri and Khurda
2 each from Ganjam & Bolangir and
1 from Sambalpur.— H & FW Dept Odisha (@HFWOdisha) June 1, 2020

Comments are closed.