ଓଡ଼ିଶାରେ ୪୫୬ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୦୬: ଓଡ଼ିଶାରେ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ I ଗଂଜାମ ଜିଲ୍ଲାରୁ ୧୬୬, ଯାଜପୁର ରୁ ୫୭, ବରଗଡ ରୁ ୩୩, ନବରଙ୍ଗପୁର ରୁ ୨୪, ଜଗତସିଂହପୁର ରୁ ୨୩, ଖୋର୍ଦ୍ଧା ରୁ ୨୧, ସୁନ୍ଦରଗଡ ରୁ ୨୦, ସମ୍ବଲପୁର ରୁ ୧୫, ବାଲେଶ୍ୱର ରୁ ୧୪, କଟକ ରୁ ୧୩, ରାୟଗଡା ରୁ ୧୩, ଭଦ୍ରକ ରୁ ୧୨, କୋରାପୁଟ ରୁ ୧୦, ମୟୁରଭଞ୍ଜ ରୁ ୮, ବଲାଙ୍ଗୀର ରୁ ୬, କେନ୍ଦ୍ରାପଡ଼ା ରୁ ୫, ନୟାଗଡ ରୁ ୪, ପୁରୀ ରୁ ୩, କନ୍ଧମାଳ ରୁ ୩, କେନ୍ଦୁଝର ରୁ ୨ ଏବଂ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ ଗଜପତି ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଚିହ୍ନଟ ହେଇଥିବା ୪୫୬ ଜଣଙ୍କ ମଧ୍ୟରୁ, ୩୦୯ ଜଣ Quarantine ରେ ଥିଲେ ଏବଂ ୧୪୭ ଜଣ local contact case I ରାଜ୍ୟରେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫୨୬ କୁ ବୃଦ୍ଧି ପାଇଲା I

Govt

Comments are closed.