ଭୁବନେଶ୍ୱର: ଜୁଲାଇ ୦୨ : ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାବେଳେ, ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି I ଉଭୟଙ୍କର ମୃତ୍ୟୁ ଚିକିତ୍ସାଧୀନ ଥିବା ଅବସ୍ଥାରେ ହେଇଛି I ଏହାକୁ ମିଶାଇ, ଓଡି଼ଶାରେ ଏ ପର୍ଯ୍ୟନ୍ତ ମୋଟ ୨୭ ଜଣଙ୍କର ମୃତ୍ୟୁ ହେଇସାରିଲାଣି I
Regret to inform the deaths of two Covid positive patients, 49 years old male of Ganjam district and 57 years old male of Angul district, while under treatment in hospital.
— H & FW Dept Odisha (@HFWOdisha) July 2, 2020

Comments are closed.