ଭୁବନେଶ୍ୱର: ମେ ୨୯: ଆଜି ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଓଡ଼ିଶାରେ, ଏ ପର୍ଯ୍ୟନ୍ତ କରୋନା ରୋଗ ରୁ ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୯୭୭ କୁ ବୃଦ୍ଧି ପାଇଛି l ଅନ୍ୟପକ୍ଷରେ, ଏବେ ମାତ୍ର ୭୩୭ ଜଣ କରୋନା ରେ ଆକ୍ରାନ୍ତ ହେଇଥିବା ବ୍ୟକ୍ତି କୋବିଦ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି l
ଆଜି ଭଲ ହେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ, ଜଗତସିଂହପୁର ରୁ ୨୩ ଜଣ, ଯାଜପୁର ରୁ ୨୨ ଜଣ, ଭଦ୍ରକ ରୁ ୨୧ ଜଣ, ଗଂଜାମ ରୁ ୧୫ ଜଣ, କଟକ ରୁ ୩ ଜଣ, ଖୋର୍ଦ୍ଧା ରୁ ୨ ଜଣ, ସମ୍ବଲପୁର ରୁ ୨ ଜଣ ଏବଂ ବାଲେଶ୍ୱର ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି l
Another 90 #Covid19 patients have recovered and are being discharged.
23 from Jagatsinghpur
22 from Jajpur
21 from Bhadrak
15 from Ganjam
3 from Cuttack
2 each from Khurda & Sambalpur
1 each from Balasore and Nayagarh.The total recovered cases of #Odisha now stand at 977.
— H & FW Dept Odisha (@HFWOdisha) May 29, 2020

Comments are closed.