ଅଜବ ବିବାହ

ଦୁନିଆରେ ଏଭଳି କିଛି ବିବାହ ଅଛି ଯାହା ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଏଭଳି ନିଆରା ପ୍ରେମ କାହାଣୀ କେହି କେବେ ଦେଖିନଥିବେ । ଏହି ଲୋକଙ୍କୁ ମଣିଷ ନୁହେଁ ବରଂ କିଛି ସାମଗ୍ରୀ ଏଭଳି ପସନ୍ଦ ଆସିଛନ୍ତି ଯେ ସେମାନେ ଏହି ସାମଗ୍ରୀଙ୍କ ସହ ବିବାହ କରିଛନ୍ତି । ସେହିଭଳି କିଛି ନିଆରା ବିବାହ ବିଷୟରେ
ଡଲ୍‌ ସହ ବିବାହ
କଜାକିସ୍ଥାନର ଜଣେ ନିଜର ଡଲ୍‌କୁ ବିବାହ କରିଛନ୍ତିା ସେ ନିଜର ପ୍ରିୟ ଡଲ୍‌କୁ ବିବାହ ପୂର୍ବରୁ କିଛି ପରିବର୍ତ୍ତନ ମଧ୍ୟ କରାଇଥିଲୋ ସେ ନିଜର ସମ୍ପର୍କକୁ ନେଇ ଲଗାତାର ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତିା ପୋଷ୍ଟ ସହ ସେ ନିଜର ଡଲ୍‌ ପନିୀଙ୍କ ଫଟୋ ମଧ୍ୟ ସେୟାର କରିଥାଆନ୍ତିା
ତକିଆ ସହ ବିବାହ
ଲି ଜିନ୍‌ ଗ୍ୟୁ ନାମକ ଜଣେ ବ୍ୟକ୍ତି ନିଜର ତକିଆକୁ ବିବାହ କରିଛନ୍ତିା କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ଦକ୍ଷିଣ କୋରିଆର ଲି ନିଜ ତକିଆକୁ ବହୁତ ଭଲପାଆନ୍ତିା ତେଣୁ ନିଜ ଭଲ ପାଇବାକୁ ସାକାର କରିବା ପାଇଁ ସେ ତକିଆକୁ ବିବାହ କରିଥିଲୋ
କାନ୍ଥ ସହ ବିବାହ
ଜର୍ମାନୀରେ ଘଟିଛି ଏହି ଅଜବ ଘଟଣାା ଜର୍ମାନୀର ଇଜା ରିଟ୍ଟା ନାମକ ଜଣେ ମହିଳା ଏକ କାନ୍ଥକୁ ବିବାହ କରିଛନ୍ତିା ଇର୍ଜା ମାତ୍ର ସାତ ବର୍ଷରେ ଟିଭିରେ ବର୍ଲିନର କାନ୍ଥକୁ ଦେଖିଥିଲୋ ଏହା ପରଠାରୁ ସେ କାନ୍ଥକୁ ଭଲ ପାଇବସିଥିଲୋ ତାଙ୍କ ଭଲପାଇବା ଏତେ ଥିଲା ଯେ ସେ ଏହି କାନ୍ଥକୁ ବିବାହ ମଧ୍ୟ କରିଛନ୍ତିା
ଏଫିଲ୍‌ ଟାଓାରକୁ ବିବାହ
ଏରିକା ଲା ଟୁର୍‌ ନାମକ ଜଣେ ଫ୍ରାନ୍ସର ମହିଳା ଏଫିଲ୍‌ ଟାଓାର ସହ ବିବାହ କରିଛନ୍ତିା ସାଧାରଣତ ଏଫିଲ୍‌ ଟାଓାର ବୁଲିବାକୁ ସମସ୍ତେ ଆସନ୍ତିା ହେଲେ ଏରିକାଙ୍କୁ ଏହା ଏତେ ଭଲ ଲାଗିଲା ଯେ ସେ ଏହାକୁ ବିବାହ କରିଛନ୍ତିା
ସାପ ସହ ବିବାହ
ସାଧାରଣତଃ ସାପକୁ ସମସ୍ତେ ଡରନ୍ତିା କେତେକ ଯାଗାରେ ସାପକୁ ପୂଜା କରାଯିବା କଥା ସମସ୍ତେ ଶୁଣିଥିବେ, ହେଲେ ସାପ ସହ ବିବାହା କେହି ବିଶ୍ୱାସ କରିବେନି ଏହି କଥାକୁା ସାପ ସହ ବିବାହ ଅର୍ଥାତ ମୃତ୍ୟୁକୁ ଆମନ୍ତ୍ରଣ, ଏଭଳି ଘଟଣା ଘଟିଛି ଭାରତରୋ ଭାରତର ଜଣେ ମହିଳା ବିମଳା ଦାଶ ଏକ ସାପ ସହ ବିବାହ କରିଥିବା ଦାବି କରିଥିଲୋ ସେ ଏହି ବିବାହ ପୂରା ହିନ୍ଦୁ ରୀତିରେ କରିଥିଲୋ ତେବେ ସେ ବିବାହ ସମୟରେ ଅସଲି ସାପ ବ୍ୟବହାର ନକରି ନକଲି ଯଥା ତମ୍ବାର ସାପକୁ ବିବାହ କରିଥିଲୋ

Launching Ceremony of “AYUSHMAN BHARAT

Comments are closed.