ନୂଆଦିଲ୍ଲୀ: ଜାନୁଆରୀ ୨୫: ଜୀ ମିଡିଆ ନିଜକୁ ବିସ୍ତ।ର କରିବ।କୁ ଯ।ଉଛି । କମ୍ପ।ନୀ ଦକ୍ଷିଣ ପ୍ରାନ୍ତର ପ୍ରମୁଖ ୪ଟି ଭ।ଷ।ରେ ଚ୍ୟ।ନେଲର ପ୍ରସ।ରଣ ହେବ । ଏହି ସବୁ ଚ୍ୟ।ନେଲ ଗୁଡିକ ଜୀ କନ୍ନଡ, ଜୀ ତ।ମିଲ, ଜୀ ତେଲୁଗୁ ଓ ଜୀ ମ।ଲ।ୟଲମ । ଜୀ ମିଡିଆର ସଂସ୍ଥ।ପକ ସୁଭ।ଷ ଚନ୍ଦ୍ର। ଏହ।କୁ ଲଞ୍ଚ୍ କରିବେ ।ଜୀ ମିଡିଆ ପ୍ରଥମ ଥର ପ।ଇଁ ଡିଜିଟ।ଲ ଟିଭି ଚ୍ୟ।ନେଲ ଲଞ୍ଚ୍ କରିବ।କୁ ଯ।ଉଛି । ଏହ।ର ପ୍ରସ।ରଣ ଜ।ନୁଆରୀ ୨୫ରୁ ଆରମ୍ଭ ହେବ ବୋଲି ସୂଚନା ରହିଛି। କମ୍ପ।ନୀ କହିଛି କି ସେମ।ନେ ଦେଶର ସବୁ ଭ।ଷ। ସହ ଯୋଡି ହେବ।କୁ ଚ।ହୁଁଛନ୍ତି । ଏବେ ଡିଜିଟ।ଲ ମିଡିଆର ଚ।ହିଦ। ବଢିବ।ରେ ଲ।ଗିଛି ।
ତେବେ କମ୍ପାନୀ ପ।ଖରେ ୬ଟି ଭ।ଷ।ରେ ୧୪ଟି ଚ୍ୟ।ନେଲ ରହିଛି । ଚ୍ୟ।ନେଲଙ୍କୁ ପ୍ର।ୟ ୨୨୦ ମିଲିୟନ ଦର୍ଶକ ଦେଖିଥ।ନ୍ତି । ଏହ।ସହ ଏହ।ର ଡିଜିଟ।ଲ ପ୍ଲ।ଟଫର୍ମ ସହ ୩୬୨ ମିଲିୟନ ୟୁଜର ଯୋଡି ହୋଇ ରହିଛନ୍ତି ।
Comments are closed.