ଯୋବ୍ରା ବ୍ରିଜରୁ ନଦୀକୁ ଯୁବତୀ ଡେଇଁ ନିଖୋଜ

0

କଟକ : ଯୋବ୍ରା ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବତୀ । ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଯୁବତୀ । ତାଙ୍କ ଘର କଟକ ଜଗତପୁର ଅଂଚଳରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ କଟକ ଅଗ୍ନିଶ୍ଵବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ପଟ୍ଟା ମିଳିପାରିନାହିଁ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.