ସମୟଲାଇଭ,୧୧/୧୧:ସାଓପି ସ୍ପେନରେ ରେଡମି ନୋଟ ୮ର ନୂଆ ସିରିଜ ଏବେ ବଜାର ପ୍ରବେଣ କରିଛି ଯାହାର ନା ରହିଛି ରେଡମି ନୋଟ ୮ ଟି। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଏନ୍ଏଫ୍ସି ଫିଚର୍ ରହିଛି। ଗତମାସରେ ଭାରତରେ ନୋଟ ୮ଲଞ୍ଚ୍ କରିଥିଲା କମ୍ପାନୀ । ତେଣୁ ୮ଞକୁ ମଧ୍ୟ କମ୍ପାନୀ ଖୁବ୍ଶୀଘ୍ର ଭାରତରେ ଲଞ୍ଚ୍ କରପାରେ। କମ୍ପାନୀ ଏହାକୁ ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍ କରିଛି। ୩ଏଈ/୩୨ଏଈ, ୪ଏଈ/୬୪ଏଈ ଓ ୪ଏଈ/୧୨୮ଏଈରେ ଲଞ୍ଚ୍ ହୋଇଥିବା ଏହି ଫୋନ୍ଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୪ ହଜାର, ୧୫ ହଜାର ୬୦୦ ଓ ୧୯ ହଜାର ୬୦୦ ଟଙ୍କା ରହିଛି।
ଫିଚର୍
ଡିସ୍ପ୍ଲେ ସାଇଜ୍: ୬.୩ ଇଞ୍ଚ୍
ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି, ୧୦୮୦୍ଠ୨୩୪୦ ପିକ୍ସେଲ୍ନ୍
ଆଣ୍ଡ୍ରଏଡ୍ ଭର୍ସନ: ଗଓଟଓ ୧୦ ଆଣ୍ଡ୍ରଏଡ୍ ୯ ପାଇ
ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୬୫
ରାମ୍: ୩ ଏଈ, ୪ ଏଈ
ଷ୍ଟୋରେଜ୍: ୩୨ ଏଈ, ୬୪ ଏଈ, ୧୨୮ ଏଈ
କଲର ଅପ୍ସନ୍: ଷ୍ଟାରସ୍କେପ୍ ବ୍ଲୁ, ମୁନ୍ଲାଇଟ୍ ହ୍ୱାଇଟ୍ ଓ ମୁନ୍ ଶେଡ୍ ଗ୍ରେ
ରିୟର କ୍ୟାମେରା: ୪୮ ଗଚ + ୮ଗଚ + ୨ଗଚ + ୨ଗଚ
ଫ୍ରଣ୍ଟ୍ କ୍ୟାମେରା: ୧୩ ଗଚ
ବ୍ୟାଟେରୀ: ୪୦୦୦ଜ୍ଞଇଷ ୱିଥ୍ ୧୮ ୱାଟ୍ ଚାର୍ଜିଂ ସପୋର୍ଟ

Comments are closed.