ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍ବି ନେଇଆସିଛି ଏକ୍ସପ୍ରେସନ ୨୦୧୯

ସମୟ ଲାଇଭ,୯/୧୧:ଏକ୍ସପ୍ରେସନ ହେଉଛି ଦେଶର ବଡ଼ବଡ଼ ଫେଷ୍ଟିଭାଲମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଫେଷ୍ଟିଭାଲ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଦେଶରୁ ପାଖାପାଖି ୧୦୦ ଟି କଲେଜରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ଅନେକ ବିଜନେସ୍‍ ଇଭେଣ୍ଟ ହେବା ସହ ସଂନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ତେବେ ତୃତୀୟ ତଥା ଅନ୍ତିମ ସଂନ୍ଧ୍ୟାରେ ମିକା ସିଂ ଆଟ୍‍ ଏକ୍ସଆଇଏମ୍ବି ଶୋ ପାଇଁ ସମସେ୍‍ ବେଶ ଉତ୍ସାହିତ ଅଛନ୍ତି।

Launching Ceremony of “AYUSHMAN BHARAT

Comments are closed.