ଯିଏ ଭଲ ପ୍ରଦର୍ଶନ କରିବ ସେ ଜିତିବ: ବିରାଟ

ସମୟ ଲାଇଭ,୧୩/୧୧:ଟି-୨୦ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ କବଜା କରିବା ପାଇଁ ଫୁଲ ଦମରେ ପ୍ରାଷ୍ଟିସ୍‍ ଚଳେଇଛି ବିରାଟ ବାହିନୀ। ଭାରତ ବାଂଲାଦେଶ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କହିଛିନ୍ତି କୈାଣସି ଟିମକୁ ହାଲକା ନେବା ଠିକ ନୁହେଁ। ଯଦିଓ ଆମେ ଟି-୨୦ ସିରିଜ ଜିତିଛିୁ ଆମର ମନୋବଳ ଷ୍ଟ୍ରଙ୍ଗ ଅଛି ତଥାପି ବିପକ୍ଷ ଟିମକୁ ହାଲକା ନେବୁନାହୁଁ। ବାଂଲାଦେଶର ବୋଲର ମାନେ ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ ଯେଉଁଠି ବି ହେଉ ଯିଏ ଭଲ ପ୍ରଦର୍ଶନ କରିବ ସେ ଟିମ୍‍ ଜିତିବ ବୋଲି କହିଛନ୍ତି ବିରାଟ। ବଂଲାଦେଶ ସହ ହୋଇଥିବା ଟି-୨୦ ମ୍ୟାଚରେ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଟେଷ୍ଟକୁ ଫେରିଛନ୍ତି ବିରାଟ।

Launching Ceremony of “AYUSHMAN BHARAT

Comments are closed.