ସମୟ ଲାଇଭ,୨୧/୧୧: ପଶ୍ଚିମ ଓଡ଼ିଶାରେ ତେଜିଛି ଚାଷୀ ଆନ୍ଦୋଳନ। ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର ପାଇଁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ପୂର୍ବ ଭଳି ପି-ପାସ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଅଡ଼ି ବସିଛନ୍ତି। ଜାତୀୟ ରାଜପଥ-୫୫ରେ ଧାନ ଢ଼ାଳି ଚାଷୀମାନେ ଟୋକନ ବ୍ୟବସ୍ଥାକୁ ପ୍ରତିବାଦ କରିଛନ୍ତି।

Comments are closed.