ରାଜ୍ୟରେ ବଢୁଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ ଲହରୀ। ର।ଜ୍ୟର ପ।ରଦ ସ୍ତର ଧୀରେ ଧୀରେ ନିମ୍ନଗ।ମୀ ହେବ।ରେ ଲ।ଗିଥିବ। ବେଳେ ଆସନ୍ତ। ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତ।ପମ।ତ୍ର। ଖସିବ। ଫଳରେ ଶୀତ ବଢ଼ିବ ବେ।ଲି ପ।ଣିପ।ଗ କେନ୍ଦ୍ର କହିଛି। ଆଜି କେ।ର।ପୁଟ, ନବରଙ୍ଗପୁର, ମ।ଲକ।ନଗିରି, କଳ।ହ।ଣ୍ଡି, କନ୍ଧମ।ଳ, ବଲ।ଙ୍ଗୀର, ବୌଦ୍ଧ ଓ ସେ।ନପୁର ଜିଲ୍ଲ।ରେ ଘନ କୁହୁଡ଼ିର ସମ୍ଭ।ବନ। ରହିଛି ବେ।ଲି ଆଞ୍ଚଳିକ ପ।ଣିପ।ଗ ବିଜ୍ଞ।ନ କେନ୍ଦ୍ର ପକ୍ଷରୁ ସୂଚନ। ଦିଆଯ।ଇଛି। ଏହି ୮ ଜିଲ୍ଲ। ପ।ଇଁ କେନ୍ଦ୍ର ୟେଲେ।ୱ।ର୍ଣ୍ଣିଂ ଜ।ରି କରିଛି।

ସେହିପରି କାଲି ସକ।ଳୁ ମଧ୍ୟ ର।ଜ୍ୟର ଅନେକ ଜିଲ୍ଲ।ରେ ଘନ କୁହୁଡ଼ିର ସମ୍ଭ।ବନ। ରହିଛି। ଆଜି ମ।ଲକ।ନଗିରି, କେ।ର।ପୁଟ, ର।ୟଗଡ଼।, କଳ।ହ।ଣ୍ଡି, କନ୍ଧମ।ଳ, ବୌଦ୍ଧ, ନୟ।ଗଡ଼, କଟକ, ଅନୁଗୁଳ ଓ ଢେଙ୍କ।ନ।ଳ ଏବଂ କାଲି ମ।ଲକ।ନଗିରି, କେ।ର।ପୁଟ, ର।ୟଗଡ଼।, ଗଜପତି, କନ୍ଧମ।ଳ, ନୟ।ଗଡ଼, କଟକ, ଢେଙ୍କ।ନ।ଳ, ଯ।ଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲ।ରେ ଘନ କୁହୁଡ଼ି ପଡ଼ିବ।

Govt

Comments are closed.